ଆଜି ଲୋକସଭାରେ ଆଗତ ହେବ ଟ୍ରିପଲ୍ ତଲାକ୍ ବିଲ୍
27/12/2018 at 9:39 AM

ନୂଆଦିଲ୍ଲୀ ୨୭|୧୨: ଆଜି ଲୋକସଭାରେ ଆଗତ ହେବ ଟ୍ରିପଲ୍ ତଲାକ୍ ବିଲ୍ । ଏଥିପାଇଁ ସମସ୍ତ ବିଜେପି ସଦସ୍ୟ ଗୃହରେ ଉପସ୍ଥିତ ରହିବାକୁ ହୁଇପ୍ ଜାରି କରିଛି ଦଳ । ତିନି ତଲାକ୍ ବିଧେୟକ ପୂର୍ବରୁ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ବିରୋଧୀଙ୍କ ଦାବି ଆଧାରରେ ଏଥିରେ କିଛି ପରିବର୍ତ୍ତନ କରାଯାଇଥିବାରୁ ଏହାକୁ ପୁନର୍ବାର ଗୃହରେ ଅନୁମୋଦନ କରାଯିବ ।
Related Posts
କରେଣ୍ଟ ନୁହେଁ ୮ କୋଟିର ବିଲ୍ ଦେଲା ଝଟକା! ହସ୍ପିଟାଲରେ ମିଲ ମାଲିକ
25 February 2021