Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଆଜି ରାଜ୍ୟସଭାରେ ଆଗତ ହେବ ଟ୍ରିପଲ ତଲାକ ବିଲ୍

10/08/2018 at 4:32 AM

ଦିଲ୍ଲୀ ୧୦/୮ : ବହୁ ଚର୍ଚ୍ଚିତ ଟ୍ରିପଲ ତଲାକ ବିଲ୍ ଆଜି ରାଜ୍ୟସଭାରେ ଆଗତ କରାଯିବ। ଗତକାଲି ଟ୍ରିପଲ ତଲାକ ବିଲରେ କେନ୍ଦ୍ର କ୍ୟାବିନେଟ ୩ଟି ସଂଶୋଧନ କରିଛନ୍ତି। ପ୍ରସ୍ତାବିତ ବିଲରେ ଅଭିଯୁକ୍ତଙ୍କୁ ବେଲ୍ ମିଳିବାର ବ୍ୟବସ୍ଥା ନଥିଲା। ଏବେ ଯଦି ମାଜିଷ୍ଟ୍ରେଟ ଚାହିଁବେ ତେବେ ଅଭିଯୁକ୍ତଙ୍କୁ ବେଲ୍ ଦେଇପାରିବେ। ତଲାକର ଶିକାର ହୋଇଥିବା ପୀଡିତାଙ୍କୁ ସ୍ବାମୀ କ୍ଷତିପୂରଣ ଦେବାକୁ ରାଜି ହେଲେ ମାଜିଷ୍ଟ୍ରେଟ ତାହାକୁ ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଜାମିନ୍ ଦେଇପାରିବେ। ତେବେ କେତେ କ୍ଷତିପୂରଣ ଦିଆଯିବ ତାହା ମାଜିଷ୍ଟ୍ରେଟ ସ୍ଥିର କରିବେ।ସଂଶୋଧନ ଅନୁଯାୟୀ ଟ୍ରିପଲ ତଲାକର ଶିକାର ହୋଇଥିବା ପୀଡିତା କିମ୍ବା ତାଙ୍କର କୌଣସି ରକ୍ତ ସମ୍ପର୍କୀୟ ଅଭିଯୋଗ କରିବାପରେ ପୁଲିସ ଅଭିଯୁକ୍ତ ସ୍ବାମୀଙ୍କ ବିରୋଧରେ ଏତଲା ରୁଜୁ କରିପାରିବେ। ଏଣିକି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦର ସମାଧାନ ମାଜିଷ୍ଟ୍ରେଟ ତାଙ୍କ କ୍ଷମତା ବଳରେ କରିପାରିବେ। ଉଭୟ ପକ୍ଷ ଚାହିଁଲେ ମାମଲା ପ୍ରତ୍ୟାହାର କରିପାରିବେ। ଟ୍ରିପଲ ତଲାକ ବିଲ୍ ଗତବର୍ଷ ଡିସେମ୍ବର ମାସରେ ଲୋକସଭାରେ ପାସ୍ ହେବା ପରେ ଏବେ ରାଜ୍ୟସଭାରେ ଅଟକିଛି। ଏବେ ସଂଶୋଧିତ ବିଲଟି ଯଦି ରାଜ୍ୟସଭାରେ ପାରିତ ହୁଏ ତେବେ ତେବେ ସଂଶୋଧନ ପାଇଁ ବିଲକୁ ପୁଣି ଥରେ ଲୋକସଭାକୁ ପଠାଯିବ।

   Related Posts