Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||

ମହାନଦୀ ଜଳ ବିବାଦ ମାମଲା , ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି

8/08/2020 at 12:05 PM

ଭୁବନେଶ୍ୱର ୦୮।୦୮: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ  ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଭିଡିଓ  କନଫେରେନ୍ସି ଜରିଆରେ ଶୁଣାଣି ହେବ। ଗତ ଶୁଣାଣିରେ ୩୬ ଟି ପ୍ରସଙ୍ଗ ଚୁଡାନ୍ତ କରିଥିଲେ ଟ୍ରିବ୍ୟନାଲ।  ଏସବୁ ମାମଲା କିପରି ପରିଚାଳନା  ହେବ ତାହା ନିର୍ଦ୍ଧାରଣ କରି ପାରନ୍ତି ଟ୍ରିବ୍ୟୁନାଲ।

 ଆଜିର ଶୁଣାଣି ପୂର୍ବରୁ ଓଡିଶା  ସମସ୍ତ ଆବଶ୍ୟକ ଦସ୍ତାବିଜ ଦାଖଲ କରିଛି।  କିନ୍ତୁ ଛତିଶଗଡ ଓ ଅନ୍ୟ ପକ୍ଷ ଦସ୍ତାବିଜ ଦାଖଲ କରି ନଥିବା ସୂଚନା ମିଳିଛି। ମାମଲାକୁ କିଭଳି ପ୍ରଭାବଶାଳୀ  ଢଙ୍ଗରେ ଉପସ୍ଥାପନ  କରାଯିବ ସେ ନେଇ ଓଡିଶାର ଆଇନଜୀବୀ ରଣନୀତି ପ୍ରସ୍ତୁତ କରିଛନ୍ତି।  ତେବେ ଆଜି ଶୁଣାଣି କିପରି ରହିବ ଏବଂ ଟ୍ରିବ୍ୟୁନାଲ  କିପରି ମାମଲାର ଦିଶା ନିର୍ଦ୍ଧାରଣ  କରୁଛନ୍ତି ତାହା ଉପରେ ନଜର ରହିବ।

   Related Posts