ମହାନଦୀ ଜଳ ବିବାବ ମାମଲା : ଆଲୋଚନାରେ ବିବାଦ ତୁଟାଇବାକୁ ମହାନଦୀ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | March 30, 2019 IST

ନୂଆଦିଲ୍ଲୀ ୩୦|୩ : ମହାନଦୀ ଜଳ ବିବାଦ ମାମଲା ନେଇ ପୁଣି ହେବ ଆଲୋଚନା । ଦୁଇ ରାଜ୍ୟ ଓଡ଼ିଶା-ଛତିଶଗଡକୁ ପୁଣି ଥରେ ଆଲୋଚନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଆପୋଷ ଆଲେଚନା ମାଧ୍ୟମରେ ସମାଧାନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ । ଏଥି ସହ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ସମସ୍ତ ପକ୍ଷ ୪ ସପ୍ତାହ ମଧ୍ୟରେ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଆସନ୍ତା ୧୧ରେ ମାମଲାର ପରବର୍ତ୍ତି ଶୁଣାଣି । ଜଷ୍ଟିସ ଏ.ଏମ ଖାନୱାଲିକରଙ୍କ ଅଧ୍ୟକ୍ଷତ୩ରେ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.