Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୪କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୧ କରୋନା ସଂକ୍ରମିତ, ୧୦୫୦୫୦୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାସ୍ତା କଡକୁ ଖସି ପଡିଲା ଆମ୍ବୁଲାନ୍ସ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
  • ||
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ତ୍ରୀବେଣି ସଙ୍ଗମଠରେ ମହତ କାର୍ଯ୍ୟ: ୨୬ ବର୍ଷ ହେଲା ଚାଲି ଆସୁଛି…

25/02/2020 at 7:25 PM

ସୁବର୍ଣ୍ଣପୁର୨୫/୨: ବୈଦିକ ରିତୀନୀତିରେ ଚାଲିଛି ମନ୍ତ୍ରପାଠ ସାଙ୍ଗକୁ ହୋମ କର୍ମ । ଗୋଟେ କି ଦୁଇଟି ନୁହେଁ ପଛକୁ ପଛ ଚାଲିଛି ୧୨ ଜଣ ଯୁବକଙ୍କ ବ୍ରତପୋନୟନ । ପଂଚଗ୍ରାସୀ ସହ ପଇତା ପିନ୍ଧା ହେ।ଇଛି ।

ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ତ୍ରୀବେଣି ସଙ୍ଗମଠାରେ ଥିବା ରାମେଶ୍ବର ମନ୍ଦିରର ।

ମନ୍ଦିର ବେଢାରେ ଏକା ସାଙ୍ଗରେ ୧୨ ଜଣଙ୍କ ବ୍ରତ କରାଯାଇଛି । ସହହର ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ୨୬ ବର୍ଷ ହେଲା ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଆସୁ ଥିବା ବେଳେ ଗରିବ ବ୍ରାହ୍ମଣ ପରିବାରମାନେ ଉପକୃତ ହୋଇ ପାରୁଛନ୍ତି। ଗରିବ ବ୍ରାହ୍ମଣ ପରିବାରର ଆଥିକ ଅସୁବିଧାରୁ ବ୍ରତ ହୋଇ ପାରିନଥିବା ବେଳେ ସମସ୍ତଙ୍କ ପାଇଁ ନିଜେ ସମସ୍ତ ଖର୍ଚ୍ଚ ବହନ କରି ସାମୁହିକ ବ୍ରତ ଆୟେ।ଜନ କରିଥାଆନ୍ତି ଶ୍ରୀବତ୍ସ ।

   Related Posts