Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ : ନା ମାନେ ନା

19/07/2018 at 11:41 AM

ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି | ଦୁଷ୍କର୍ମ କରିଛନ୍ତି ପୀଡ଼ିତାଙ୍କ ଦୁଇ ନାବାଳକ ସାଙ୍ଗ| ମୟୁରଭଞ୍ଜ ଜିଲ୍ଲା ସୁଲିଆ ଥାନା ଅନ୍ତର୍ଗତ ଯାମୁସର ଗାଁରୁ ଆସିଛି ଏଇ ଅଭିଯୋଗ | ଗତ ପନ୍ଦର ତାରିଖ ସନ୍ଧ୍ୟାରେ ଘରେ କେହି ନଥିଲା ବେଳେ ତାଙ୍କୁ କୌଣସି କାମରେ ଡାକି ନେଇ ଥିଲେ ପୀଡ଼ିତାଙ୍କ ଦୁଇ ସାଙ୍ଗ ସେ ବାହାରକୁ ଆସିବା ପରେ ୩ ଜଣ ଦୁର୍ବୁତ୍ତ ପୀଡ଼ିତାଙ୍କ ମୁହଁ ବନ୍ଦ କରିବ ସହ ତାଙ୍କ ହାତ ବାନ୍ଧି ପାଖରେ ଥିବା ବୁଦାକୁ ନେଜ଼ ଯାଇ ଥିଲେ | ସେଠାରେ ପାଞ୍ଚ ଜଣ ଗଣ ଦୁଷ୍କର୍ମ କରିଥିଲେ | ପୋଲିସ ଏଇ ମାମଲାରେ ୩ନି ଜଣଙ୍କୁ ଅଟକ ରଖି ଥିଲା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି |

   Related Posts