Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ

18/07/2018 at 11:27 AM

ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି | ଦୁଷ୍କର୍ମ କରିଛନ୍ତି ପୀଡ଼ିତାଙ୍କ ଦୁଇ ନାବାଳକ ସାଙ୍ଗ| ମୟୁରଭଞ୍ଜ ଜିଲ୍ଲା ସୁଲିଆ ଥାନା ଅନ୍ତର୍ଗତ ଯାମୁସର ଗାଁରୁ ଆସିଛି ଏଇ ଅଭିଯୋଗ | ଗତ ପନ୍ଦର ତାରିଖ ସନ୍ଧ୍ୟାରେ ଘରେ କେହି ନଥିଲା ବେଳେ ତାଙ୍କୁ କୌଣସି କାମରେ ଡାକି ନେଇ ଥିଲେ ପୀଡ଼ିତାଙ୍କ ଦୁଇ ସାଙ୍ଗ ସେ ବାହାରକୁ ଆସିବା ପରେ ୩ ଜଣ ଦୁର୍ବୁତ୍ତ ପୀଡ଼ିତାଙ୍କ ମୁହଁ ବନ୍ଦ କରିବ ସହ ତାଙ୍କ ହାତ ବାନ୍ଧି ପାଖରେ ଥିବା ବୁଦାକୁ ନେଜ଼ ଯାଇ ଥିଲେ | ସେଠାରେ ପାଞ୍ଚ ଜଣ ଗଣ ଦୁଷ୍କର୍ମ କରିଥିଲେ | ପୋଲିସ ଏଇ ମାମଲାରେ ୩ନି ଜଣଙ୍କୁ ଅଟକ ରଖି ଥିଲା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି

   Related Posts