ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ

Published By : Prameya-News7 Bureau | July 18, 2018 IST

ଆଦିବାସୀ ନାବାଳିକାକୁ ଘରୁ ଡାକି ନେଇ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି | ଦୁଷ୍କର୍ମ କରିଛନ୍ତି ପୀଡ଼ିତାଙ୍କ ଦୁଇ ନାବାଳକ ସାଙ୍ଗ| ମୟୁରଭଞ୍ଜ ଜିଲ୍ଲା ସୁଲିଆ ଥାନା ଅନ୍ତର୍ଗତ ଯାମୁସର ଗାଁରୁ ଆସିଛି ଏଇ ଅଭିଯୋଗ | ଗତ ପନ୍ଦର ତାରିଖ ସନ୍ଧ୍ୟାରେ ଘରେ କେହି ନଥିଲା ବେଳେ ତାଙ୍କୁ କୌଣସି କାମରେ ଡାକି ନେଇ ଥିଲେ ପୀଡ଼ିତାଙ୍କ ଦୁଇ ସାଙ୍ଗ ସେ ବାହାରକୁ ଆସିବା ପରେ ୩ ଜଣ ଦୁର୍ବୁତ୍ତ ପୀଡ଼ିତାଙ୍କ ମୁହଁ ବନ୍ଦ କରିବ ସହ ତାଙ୍କ ହାତ ବାନ୍ଧି ପାଖରେ ଥିବା ବୁଦାକୁ ନେଜ଼ ଯାଇ ଥିଲେ | ସେଠାରେ ପାଞ୍ଚ ଜଣ ଗଣ ଦୁଷ୍କର୍ମ କରିଥିଲେ | ପୋଲିସ ଏଇ ମାମଲାରେ ୩ନି ଜଣଙ୍କୁ ଅଟକ ରଖି ଥିଲା ବେଳେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.