ori homes
raja reels contest
raja reels contest
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୯ କୋଭିଡ୍ ପଜିଟିଭ୍
  • ||

ପୂଜା ପାଇଁ ଟ୍ଵିନ ସିଟିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୩୫ ପ୍ଲାଟୁନ ପୋଲିସ ହେବେ ମୁତୟନ

15/10/2018 at 4:18 PM

ଭୁବନେଶ୍ଵର;୧୫/୧୦- ପୂଜା ପାଇଁ ଟ୍ଵିନ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।ଶୃଙ୍ଖଳିତ ପୂଜା ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଏଥର ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୩୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।ଚଳିତ ବର୍ଷ ୧୭୦ ଟି ପୂଜା ମଣ୍ଡପରେ ମାଆ ପୂଜା ପାଉଛନ୍ତି ।ଦୁର୍ଗାପୁଜା ମଣ୍ଡପକୁ ୩ଟି କ୍ୟାଟେଗୋରୀ ରେ ବିଭକ୍ତ କରାଯାଇ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି

   Related Posts