Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

କାଜୁ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ଚାଲିଛି ଚିକିତ୍ସା

24/04/2021 at 5:04 PM

ଢେଙ୍କାନାଳ ୨୪।୪: ଢେଙ୍କାନାଳ ଜିଲ୍ଲା  ଖଲିବୋରେଇ ଗ୍ରାମର କାଜୁ ଜଙ୍ଗଲରେ ଏକ ହାତୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି । ଖବର ପାଇ ହିନ୍ଦୋଳ ବନକର୍ମଚାରୀ ମାନେ ପହଞ୍ଚି ହାତୀଟିର ଚିକିତ୍ସା ଆରମ୍ଭ କରିଛନ୍ତି । ଅସୁସ୍ଥ ହାତୀର ବୟସ ପ୍ରାୟ ୩୫ବର୍ଷ ହୋଇଥିବା ବୋଲି ଅନୁମାନ କରାଯାଇଛି । ହାତୀଟି ଏକ ମାଈ ହାତୀ ବୋଲି ଜଣାପଡିଛି । ହିନ୍ଦୋଳ ବନାଞ୍ଚଳର ବିମ୍ବରି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏହି କାଜୁ ଜଙ୍ଗଲ । ହାତୀର ପ୍ରକୃତ ରୋଗ କଣ ଜଣାପଡିନାହିଁ । ତେବେ ହାତୀଟି କଳା ରଙ୍ଗର ଝାଡା କରୁଥିବା ସହ ଗୋଟିଏ ଜାଗାରେ ଗତ ଦୁଇରୁ ତିନି ଦିନ ଧରି ଛିଡା ହୋଇରହିଛି । ହାତୀର ଚିକିତ୍ସା ପାଇଁ ସତକୋଶିଆରୁ ଡା. କିଶୋର ସାହୁ ପ୍ରମୁଖ ଡାକ୍ତରୀ ବିଶେଷଜ୍ଞ ଦଳ ଆସି ଚିକିତ୍ସା କରିଥିବା ଜଣାପଡିଛି।

   Related Posts