ଆସିଲା ୧୦୩ ନମ୍ବର କରୋନା ଆକ୍ରାନ୍ତ ଟ୍ରାଭେଲ୍ ହିଷ୍ଟ୍ରି
27/04/2020 at 10:07 AM

ରାଉରକେଲା ୨୭।୦୪: ୧୦୩ ନମ୍ବର ଆକ୍ରାନ୍ତଙ୍କ ଆସିଲା ଟ୍ରାଭେଲ ହିଷ୍ଟ୍ରି । ଆକ୍ରାନ୍ତ ଜଣଙ୍କ ହେଲେ ରାଉରକେଲା ନାଲା ରୋଡର ୬୦ ବର୍ଷୀୟ ବୃଦ୍ଧ । ମାର୍ଚ୍ଚ ୨୨ରୁ ଏପ୍ରିଲ ୨୩ ଯାଏ ସେ ଲକ୍ ଡାଉନ ରେ ଘରେ ଥିଲେ । ଥଣ୍ଡା ହେବାରୁ ଏପ୍ରିଲ ୨୧ରୁ ୨୩ ତାରିଖ ଯାଏ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଏପ୍ରିଲ ୨୫ରେ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ପାଇଁ ସାମ୍ପଲ ସଂଗ୍ରହ ହୋଇଥିଲା । ୨୫ ତାରିଖରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ଏପ୍ରିଲ ୨୫ରେ ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଚିକିତ୍ସାଧୀନ ଅଛନ୍ତି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021