ବରଗଡ ସରକାରୀ ବସ୍‌ଷ୍ଟାଣ୍ଡ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

Published By : Prameya-News7 Bureau | October 30, 2019 IST

ବରଗଡ ୩୦।୧୦: ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ହଟାତ୍ ବରଗଡ ସରକାରୀ ବସଷ୍ଟାଣ୍ଡକୁ ପରିଦର୍ଶନ କରିଛନ୍ତି । ପରିଦର୍ଶନ ରେ ବସଷ୍ଟାଣ୍ଡାର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

{"id":176884}

ଶୌଚାଳୟ ସମସ୍ୟା, ଜବରଦଖଲ, ଡ୍ରେନେଜ ବ୍ୟବସ୍ଥା ଆଦି ଉପରେ ସ୍ଥାନୀୟ ଲୋକେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବରଗଡ ପାଇଁ ନୂଆ ବସ ଦେବା ଏକ ନୂଆ ଯୋଜନା ହେବ ବୋଲି କହିଥିଲେ ପରିବହନ ମନ୍ତ୍ରୀ ।

{"id":176885}

ନୂଆ ବସ୍ ନୃସିଂହନାଥରୁ ବରଗଡ ଦେଇ ପୁରୀକୁ ଏକ ବସ୍ ଚଳାଚଳ ପାଇଁ ପରିବହନ ମନ୍ତ୍ରୀଙ୍କୁ କହିଥିବା ବେଳେ ବରଗଡରୁ ସମ୍ବଲପୁର ପାଇଁ (ଇ) ବା ବେଟ୍ରିକ୍ ବସ୍ ପାଇଁ ଦୁଇଟି ଚଳାଚଳ ପାଇଁ କହିଥିଲେ ଆଞ୍ଚଳିକ ପରିବହନ ଅଧିକାରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.