କିନ୍ନର ପାଳିଲେ ସାବିତ୍ରୀ ବ୍ରତ
15/05/2018 at 11:25 AM

ଅନୁଗୁଳ ମଦନମୋହନ ମନ୍ଦିରରେ ଅଭୁ ଆଡମ୍ବରରେ କିନ୍ନରମାନେ ପାଳିଛନ୍ତି ସାବିତ୍ରୀ ବ୍ରତ … ବିଭିନ୍ନ ପ୍ରକାର ଭୋଗରାଗ ସହ ନୂଆ ଶାଢ଼ୀ,ଅଳତା,ସିନ୍ଦୁର ପିନ୍ଧି କିନ୍ନରମାନେ ସାବିତ୍ରୀ ବ୍ରତ ପାଳିଛନ୍ତି … ଜିଲ୍ଲାର ପ୍ରାୟ ୫୦ ଜଣ କିନ୍ନର ବ୍ରତରେ ସାମିଲ ହୋଇଥିଲେ …
Related Posts
ପୁନର୍ଗଠିତ ହେଲା ଭଦ୍ରକ ଜିଲ୍ଲା କ୍ରିକେଟ ଆସୋସିଏସନ
25 February 2021
ପାଣି ପାଇଁ ରାସ୍ତାରେ ବସିଲେ ମହିଳା, ଅଟକିଲା ଶହ ଶହ ଗାଡି
25 February 2021