ହତ୍ୟାର ୪ଦିନ ପରେ ବି ପୋଲିସ ହାତ ଖାଲି ; ତଦନ୍ତ ପଦ୍ଧତିକୁ ନେଇ ପ୍ରଶ୍ନବାଚୀ

Published By : Prameya-News7 Bureau | June 22, 2018 IST

ଟ୍ରେନ ଲାଟ୍ରିନରୁ ଗଣ୍ଡି ଓ ଟ୍ରେନ ଟ୍ରାକରୁ ମୁଣ୍ଡ ମିଳିବ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ | ହତ୍ୟାକାରୀ ସମ୍ପର୍କରେ ଟେର ବି ପାଇନି ପୋଲିସ | ତଦନ୍ତର ତରିକାକୁ ନେଇ ବର୍ତମାନ ପ୍ରଶ୍ନ ଉଠିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.