Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସୁପରଫାଷ୍ଟ ରହଣି ଦାବିରେ ରେଳରୋକ, ଜାମୁଶୋଳରେ ଅଟକିଲା ଟ୍ରେନ୍

4/04/2021 at 8:33 AM

ବାଙ୍ଗିରିପୋଷି ୪/୪: ବାଙ୍ଗିରିପୋଷି ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ ଜାମୁଶୋଳ ଠାରେ ରହିବା ଦାବିରେ ରେଳରୋକ । ମୟୂରଭଂଜ ଜିଲ୍ଲା ଜାମୁଶୋଳରେ ବହୁ ପୁରାତନ ରେଳ ଷ୍ଟେସନ ରହିଥିଲା ।

ଏହି ଷ୍ଟେସନଟିରେ ଏବେ କେବଳ ଲୋକାଲ ଟ୍ରେନ ରହଣି ବ୍ୟତୀତ ଅନ୍ୟ କୌଣସି ଟ୍ରେନ ରହୁନଥିବାରୁ ସ୍ଥାନୀୟ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସୁପରଫାଷ୍ଟ ଟ୍ରେନ ଏହି ଷ୍ଟେସନରେ ରହିବାକୁ ସ୍ଥାନିୟ ଲୋକେ ଦାବି କରିଆସୁଛନ୍ତି । ଅଞ୍ଚଳବାସିଙ୍କର ଦାବି ପୁରଣ ପାଇଁ ଆଜି ଜାମଶୋଳ ଠାରେ ବାଙ୍ଗିରିପୋଷି ଭୁବନେଶ୍ବର ସୁପରଫାଷ୍ଟ ଟ୍ରେନ ଅଟକ ରହିଛି । ରାଜ୍ୟସଭା ସଦସ୍ୟା ମମତା ମହାନ୍ତ ,ମୋରଡା ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମ ଅଧିକାରୀ ଦେବାଶିଷ ମହାନ୍ତିଙ୍କ ସହ ମୟୂରଭଂଜ ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦେବାଶିଷ ମାରାଣ୍ତି ପ୍ରମୁଖ ଉକ୍ତ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନ ଅଟକି ରହିଛି ।

   Related Posts