Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଫସଲ ବୀମା ଦାବିରେ କୁଚିଣ୍ଡାରେ ରେଳ ରୋକ :ଷ୍ଟେସନରେ ଶହ ଶହ ଚାଷୀଙ୍କ ଧାରଣା

30/09/2019 at 2:00 PM

ସମ୍ବଲପୁର ୩୦/୯: ଫସଲ ବୀମା ଦାବିରେ କୁଚିଣ୍ଡାରେ ରେଳ ରୋକ କରାଯାଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ମରୁଡି ସ୍ଥିତି ହୋଇଥିବାବେଳେ ଚାଷୀ ଫସଲ ବୀମା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାର ପ୍ରତିବାଦରେ ଆଜି ବାମରା ଏବଂ ସଗରା ରେଳ ଷ୍ଟେସନରେ ଚାଷୀମାନେ ଧାରଣା ଦେଇଛନ୍ତି ।

  ଶହ ଶହ ଚାଷୀ ଏଥିରେ ସାମିଲ ହୋଇଛନ୍ତି । ଶାନ୍ତି ଶୃଙ୍ଖଳା ପାଇଁ ବାମରା ରେଳ ଷ୍ଟେସନ ନିକଟରେ ୩ ପ୍ଲାଟୁନ ପୋଲିସ ଏବଂ ସଗରା ଠାରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

   Related Posts