Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏକ୍ସପ୍ରେସ ରହଣି ଦାବିରେ ରେଳରୋକ

3/08/2018 at 10:23 AM

ବଲାଙ୍ଗିର ଦେଓଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦେଓଗାଁ ଷ୍ଟେସନରେ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ରେଳରୋକ କରିଛନ୍ତି ସ୍ଥାନୀୟଲୋକ । ଷ୍ଟେସନରେ ଇସ୍ପାତ ଟ୍ରେନକୁ ଅଟକାଇଥିଲେ ଆନ୍ଦୋଳନକାରୀ ।ଆନ୍ଦୋଳନରେ ବଣିକ ସଂଘ ଓ ନାଗରିକ କମିଟି ମଧ୍ୟ ସାମିଲ ହୋଇଛନ୍ତି । ରେଳରୋକର ପ୍ରଭାବ ବଲାଙ୍ଗିର ଷ୍ଟେସନରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା।

   Related Posts