ଏକ୍ସପ୍ରେସ ରହଣି ଦାବିରେ ରେଳରୋକ

Published By : Prameya-News7 Bureau | August 03, 2018 IST

ବଲାଙ୍ଗିର ଦେଓଗାଁ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଦେଓଗାଁ ଷ୍ଟେସନରେ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ରେଳରୋକ କରିଛନ୍ତି ସ୍ଥାନୀୟଲୋକ । ଷ୍ଟେସନରେ ଇସ୍ପାତ ଟ୍ରେନକୁ ଅଟକାଇଥିଲେ ଆନ୍ଦୋଳନକାରୀ ।ଆନ୍ଦୋଳନରେ ବଣିକ ସଂଘ ଓ ନାଗରିକ କମିଟି ମଧ୍ୟ ସାମିଲ ହୋଇଛନ୍ତି । ରେଳରୋକର ପ୍ରଭାବ ବଲାଙ୍ଗିର ଷ୍ଟେସନରେ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.