ଟିଟିଲାଗଡ଼ ପରେ ସୋରୋ ; ୬ଟି ୱାଗନ ଛାଡି ଚାଲିଗଲା ମାଲବାହୀ ଟ୍ରେନ
15/04/2018 at 6:50 AM

ଟିଟିଲାଗଡ଼ ପରେ ସୋରୋ ; ୬ଟି ୱାଗନ ଛାଡି ଚାଲିଗଲା ମାଲବାହୀ ଟ୍ରେନ
୨କିଲୋମିଟର ଚାଲିଗଲା ଟ୍ରେନ
କିଛି ବାଟ ଯାଇ ଅଟକି ଗଲା ୬ଟି ୱାଗନ
ଟ୍ରେନ ନୂଆପଡା ଖନ୍ତାପଡ଼ା ଷ୍ଟେସନ ମଝିରେ ଅଟକିଲା
ଧାମରାରୁ ଟାଟା ଯାଉଥିଲା ଟ୍ରେନ