Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ପୁରୀକୁ ଟ୍ରେନ୍ ସେବା ସାମୟିକ ସ୍ଥଗିତ, ରେଳ ଆସିବନାହିଁ କି ଯିବନାହିଁ

30/05/2020 at 1:04 PM

ପୁରୀ ୩୦।୫: ପୁରୀକୁ ବନ୍ଦ ହେଲା ଟ୍ରେନ୍ ସେବା । ପୁରୀକୁ ଗଡିବନି କୌଣସି ଟ୍ରେନ୍ କି ପୁରୀରୁ ବାହାରିବନି କୌଣସି ଟ୍ରେନ୍ । ରାଜ୍ୟ ସରକାରଙ୍କ ସୂଚନା ଆଧାରରେ ପୂର୍ବତଟ ରେଳବାଇ ଏଭଳି ନିଷ୍ପତ୍ତି ନେଇଛି ।

ଏଭଳି ନିଷ୍ପତ୍ତି ପରେ ଜୁନ୍‌ ୧ ତାରିଖରୁ ପୁରୀରୁ ବାହାରିବାକୁ ଥିବା ପୁରୁଷୋତମ ଏକ୍ସପ୍ରେସ୍ ଭୁବନେଶ୍ବର ଷ୍ଟେସନରୁ ବାହାରିବ । ସେହିପରି ସିଲ୍‌ଦା-ପୁରୀ ଦୂରନ୍ତ ଏକ୍ସପ୍ରେସ୍ ମଧ୍ୟ ଭୁବନେଶ୍ବର ଷ୍ଟେସନରୁ ବାହାରିବ ବୋଲି ଜଣାପଡିଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts