Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟନେଲ୍‌ରେ ଫସିଲା ଟ୍ରେନ୍, କୋରାପୁଟ-ରାୟଗଡା ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

19/04/2019 at 3:15 PM

ରାୟଗଡା ୧୯|୪: ରାୟଗଡାରୁ ଦାମନଯୋଡି ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଶିକରପାଇ ଷ୍ଟେସନ ନିକଟରେ ଥିବା ଏକ ଟନେଲରେ ଫସିଯିବାରୁ ଉକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବ୍ୟାହାତ ହୋଇଥିଲା । ଫଳରେ ସମଲେଶ୍ବରୀ ଏକ୍ସପ୍ରେସ୍ ଶିକରପାଇ ଠାରେ ଓ ଡିଏମୟୁ ଭାଲୁମସ୍କା ଷ୍ଟେସନରେ ଅଟକି ରହିଥିଲା । ଉକ୍ତ ମାଲବାହୀ ଟ୍ରେନର ଇଞ୍ଜିନ ଫେଲ୍ ହେବାରୁ ଟନେଲରେ ଫସି ରହିଥିବା ସୂଚନା ମିଳିଥିଲା ।

   Related Posts