ଟନେଲ୍‌ରେ ଫସିଲା ଟ୍ରେନ୍, କୋରାପୁଟ-ରାୟଗଡା ଲାଇନ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Published By : Prameya-News7 Bureau | April 19, 2019 IST

ରାୟଗଡା ୧୯|୪: ରାୟଗଡାରୁ ଦାମନଯୋଡି ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଶିକରପାଇ ଷ୍ଟେସନ ନିକଟରେ ଥିବା ଏକ ଟନେଲରେ ଫସିଯିବାରୁ ଉକ୍ତ ରେଳପଥରେ ଟ୍ରେନ୍ ଚଳାଚଳ ବ୍ୟାହାତ ହୋଇଥିଲା । ଫଳରେ ସମଲେଶ୍ବରୀ ଏକ୍ସପ୍ରେସ୍ ଶିକରପାଇ ଠାରେ ଓ ଡିଏମୟୁ ଭାଲୁମସ୍କା ଷ୍ଟେସନରେ ଅଟକି ରହିଥିଲା । ଉକ୍ତ ମାଲବାହୀ ଟ୍ରେନର ଇଞ୍ଜିନ ଫେଲ୍ ହେବାରୁ ଟନେଲରେ ଫସି ରହିଥିବା ସୂଚନା ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.