ଭଦ୍ରକରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ : ଧାମରା-ଭଦ୍ରକ ମଧ୍ୟରେ ରେଳ ଚଳାଚଳ ବନ୍ଦ

Published By : Prameya-News7 Bureau | September 30, 2019 IST

ଭଦ୍ରକ ୩୦/୯: ଭଦ୍ରକରେ କୋଇଲା ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି। ତିହିଡି-ପାଳିଆ ମଧ୍ୟରେ ଲାଇନଚ୍ୟୁତ ହୋଇଛି ଟ୍ରେନ୍ । ଧାମରାରୁ ଭଦ୍ରକ ଅଭିମୁଖେ ଆସୁଥିଲା କୋଇଲା ବୋଝେଇ ଟ୍ରେନର ୮ଟି ବଗି ଲାଇନଚ୍ୟୁତ ହୋଇଛି ।

{"id":164456}

ତେବେ ଲାଇନଚ୍ୟୁତ ହେବାର କାରଣ ସ୍ପଷ୍ଟ ହୋଇନି ।ଧାମରା-ଭଦ୍ରକ ରେଳ ଚଳାଚଳ ବନ୍ଦ ରହିଛି ।  ଘଟଣାସ୍ଥଳରେ ରେଲୱେ କର୍ମଚାରୀ ପହଞ୍ଚି କାମ ଆରମ୍ଭ କରିଛନ୍ତି ।

{"id":164457}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.