Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

‘ଗର୍ମେଣ୍ଟ ସ୍କୁଲ ପିଲା, ଲିଟିଲ୍ ଷ୍ଟାର ହେଇଛି’ : ଦରୋଟି କଥାରୁ ଏବେ ପୁରା ଜବରଦସ୍ତ ସିଙ୍ଗର୍ ତ୍ରୈଲୋକ୍ୟ, ପପୁଙ୍କ ସହ ଗାଇଲେ ଗୀତ

8/05/2021 at 2:32 PM

ବାଲିପାଟଣା, ୦୮/୦୫:  ଭାଇରାଲ ବୟ ତ୍ରୈଲୋକ୍ୟ । ମୁଁ ପ୍ରଥମ ଶ୍ରେଣୀରେ ପଢୁଛି, ମୁଁ ଇସ୍କୁଲରେ ପଢୁଛି । ଏହି ଦୁଇପଦ କଥା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଏବେ ତ୍ରୈଲୋକ୍ୟ ହାସ୍ୟ ଅଭିନେତା ପପୁ ପମପମଙ୍କ ସହ ଗୀତ ଗାଇଛନ୍ତି । ମୁଁ ଗର୍ମେଣ୍ଟ ସ୍କୁଲ ପିଲା, ଲିଟିଲ୍ ଷ୍ଟାର ହେଇଛି ଗୀତରେ ଧୂମ୍ ମଚାଇଛନ୍ତି ଭାଇରାଲ ବୟ ।

ଏହି ଗୀତର ରେକର୍ଡିଂ ମଧ୍ୟ ସରିଯାଇଛି । କ୍ୟାସେଟ୍ ହେବା ପରେ ଏହା ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ । ଏହାପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ତ୍ରୈଲୋକ୍ୟଙ୍କୁ ନେଇ ଗୀତ ଗାଇ ସାରିଛନ୍ତି ।

ସୂଚନାଯୋଗ୍ୟ, ବାଲିପାଟଣା ବ୍ଲକ ଆମେଣକୁଦ ପ୍ରାଥମିକ ବିଦ୍ୟାଳୟର ଛାତ୍ର ହେଉଛନ୍ତି ତ୍ରୈଲୋକ୍ୟ । ସେ ସ୍କୁଲ ଘୁଞ୍ଚିବା ନିଷ୍ପତ୍ତିକୁ ବିରୋଧ କରି ୨ ପଦ କଥା କହିଥିଲେ । ଯାହା ଖୁବ୍ ଭାଇରାଲ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ରିଆକ୍ସନ ଦେଇଥିଲେ । ତାଙ୍କର ସେଇ ୨ ପଦକୁ ନେଇ ଆହୁରି ମଧ୍ୟ କିଛି ଗୀତ ରିଲିଜ ହୋଇଛି ।

   Related Posts