Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ହାତ ପାହାନ୍ତାରେ ମିଳୁଥିବା ଏହି ଗୋଟିଏ ଜିନିଷ ଖାଆନ୍ତୁ, ୮୦ ବର୍ଷ ବୟସ୍କ ମଧ୍ୟ ଲାଗିବେ ଯୁବକ

12/02/2019 at 5:28 PM

ଆଜିକାଲିର ଧାଁ ଦୌଡ ଜୀବନରେ ସମସ୍ତେ ବ୍ୟସ୍ତ। ଏହି କାରଣରୁ ଲୋକେ ନିଜ ସ୍ୱାସ୍ଥର ଧ୍ୟାନ ରଖିପାରନ୍ତି ନାହିଁ ଏବଂ ଅନେକ ରୋଗର ଶିକାର ହୁଅନ୍ତି। ସୁସ୍ଥ ରହିବା ସମସ୍ତଙ୍କ ପାଇଁ ଜରୁରୀ। ଅସୁସ୍ଥ ହେବା ମାନେ ଦିନକୁ ଦିନ ଦୁର୍ବଳତାର ସାମ୍ନା କରିବା ଓ ଅନ୍ୟ ଉପରେ ନିର୍ଭର କରିବା। ମଣିଷ ସବୁବେଳେ ସୁସ୍ଥ ରହିଲେ କୌଣସି ପରିସ୍ଥତିରେ ମଧ୍ୟ ନିଜକୁ ସମ୍ଭାଳିପାରିବ।
 ସୁସ୍ଥ ରହିଲେ ଏହା ଶାରୀରିକ ଓ ମାନସିକ କଷ୍ଟ ଦୂର କରିଥାଏ। ଆଜିକାଲିର ଯୁବ ପିଢୀଙ୍କ ମଧ୍ୟରେ ଶାରୀରିକ ଦୁର୍ବଳତା ଏକ ମୁଖ୍ୟ କାରଣ। ଅନିୟମିତ ଜୀବନଶୈଳୀ କାରଣରୁ ଆଜିକାଲିର ଯୁବ ପିଢୀ ଅନେକ ରୋଗରେ ପିଡୀତ ହୋଇଥାନ୍ତି। ଦୁର୍ବଳତା କାରଣରୁ ଲୋକେ ଅନେକ ସମସ୍ୟାର ସାମ୍ନା ମଧ୍ୟ କରନ୍ତି। ଆଜିକାଲିର ପିଢୀ ଅଧିକ କାମ ମଧ୍ୟ କରି ପାରନ୍ତି ନାହିଁ। ଅଧିକ କାମ କରିଲେ ଥକି ଯାଆନ୍ତି। ସକାଳେ ଉଠିବା ମାତ୍ରେ ଶାରିରୀକ ଦୁର୍ବଳତା ଆରମ୍ଭ ହୋଇଯାଏ। ଏହା ଦ୍ୱାରା ଶରୀରର ଶକ୍ତି କମ ହୋଇଯାଏ। ଫଳରେ ଦୈନଦିନ କାମରେ କରିବାରେ ମଧ୍ୟ ବାଧା ଆସିଥାଏ।
 ଯେଉଁ ଲୋକଙ୍କୁ ଶାରିରୀକ ଦୁର୍ବଳତା ଅଧିକ ହୋଇଥାଏ ସେମାନେ କିଛି କାମ କରି ପାରନ୍ତି ନାହିଁ। ଏହି ଭଳି ଲୋକଙ୍କୁ ଅଧିକ ନିଦ ଆସେ। ଅଧିକାଂଶ ଲୋକ ଶାରିରୀକ ଦୁର୍ବଳତା ଉପରେ ଧ୍ୟାନ ଦିଅନ୍ତି ନାହିଁ। ଏହା ଦ୍ୱାରା କମ ବୟସରେ ବି ବୟସ୍କ ଲୋକଙ୍କ ଭଳି  ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ। ଶାରିରୀକ ଦୁର୍ବଳତା ଚେହେରାରେ ମଧ୍ୟ ଦେଖା ଯାଏ। 
 ତେବେ ଜାଣନ୍ତୁ ଏମିତି ଏକ ଉପାୟ ଯାହା ବ୍ୟବହାର କରିଲେ ନିଜ ବୟସରୁ କମ ଦେଖାଯାଆନ୍ତି। ଏହା କୌଣସି ଔଷଧ କିମ୍ୱା କେମିକାଲ ପ୍ରଡକ୍ଟ ନୁହଁ। ଏହା ସମ୍ପୂର୍ଣ୍ଣ ଭାବେ ଆୟୁର୍ବେଦିକ। ସ୍ୱାସ୍ଥ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଏହାର ନାଂ ହେଉଛି ଲାଖ । ଗାଁରେ ଥିବା ଲୋକଙ୍କୁ ଏହା ସୁବିଧାରେ ମିଳିବ ଏବଂ ସହରରେ ବାସ କରୁଥିବା ଲୋକଙ୍କୁ ମଧ୍ୟ ବଜାରରେ ମିଳିବ।
 ଏହାକୁ ବ୍ୟବହାର କରିଲେ ଶରୀରର ହାଡ ମଜବୁତ କରେ ଓ ଶାରିରୀକ ଦୁର୍ବଳତା ମଧ୍ୟ ଦୂର କରେ। ନିଦ ଆସୁନଥିବା ବ୍ୟକ୍ତି ଏହାର ସେବନ କରିଲେ ଅନେକ ଫାଇଦା ହୋଇଥାଏ।

   Related Posts