Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘରୁ ଉଠାଇ ନେଇ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ
  • ||
  • ଆଖିବୁଜିଲେ ଫ୍ଲାଇଂ ଶିଖ୍ ତଥା କିମ୍ୱଦନ୍ତୀ ଧାବକ ମିଲଖା ସିଂହ
  • ||
  • ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ
  • ||
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||

କଟକରେ ସୁଧୁରୁନି ଟ୍ରାଫିକ ସମସ୍ୟା

15/09/2018 at 4:25 AM

କଟକ ୧୪/୦୯ : କଟକ ସହରରେ ଗମ୍ଭୀର ହେବାରେ ଲାଗିଛି ଟ୍ରାଫିକ ସମସ୍ୟା । କିନ୍ତୁ ଏହାର ସମାଧାନ ହେବା ପରିବର୍ତ୍ତେ ସମସ୍ୟା ବଢିବାରେ ଲାଗିଛି । ସହର ଭିତରେ ଅନେକ ପାର୍କିଂସ୍ଥଳ ଚିହ୍ନଟ ହୋଇସାରିଥିଲେ ବି ତାକୁ କାର୍ଯ୍ୟକାରୀ କରିବାରେ ସିଏମ୍ ସି ବିଫଳ ହୋଇଛି । ସହରରେ ପାର୍କିଂ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଧିଷ୍ଟ ଖସଡା ପ୍ରସ୍ତୁତ ହୋଇ ପାରୁନାହିଁ ।ତେଣେ ମେୟର କହୁଛନ୍ତି ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ।

   Related Posts