Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୮୦୫ ପଜିଟିଭ୍
  • ||
  • ଧୋକା ଦେବନି ମୌସୁମୀ, ମେ ୩୧ରେ ଛୁଇଁବ କେରଳ, ଜୁନ ୧୨ ସୁଦ୍ଧା ଓଡିଶା
  • ||
  • ବାଲେଶ୍ୱରରେ ମର୍ମନ୍ତୁଦ ଦର୍ଘଟଣା : ପୋଲ ତଳକୁ ଖସିଲା କାର୍,୩ ମୃତ
  • ||
  • ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ଟିକାକରଣ ବନ୍ଦ
  • ||

ବ୍ରହ୍ମପୁର ବିଧାୟକଙ୍କ ବାସଭବନ ଘେରାଉ କଲେ ବ୍ୟବସାୟୀ ସଂଘ

30/06/2018 at 8:37 AM

ବ୍ରହ୍ମପୁର ବସ୍ ଷ୍ଟାଣ୍ଡ୍ ଆସନ୍ତା କାଲି ହଳଦିଆପଦର ନୂତନ ବସ୍ ଷ୍ଟାଣ୍ଡ୍ କୁ ହେବ ସ୍ଥାନାନ୍ତରିତ। ଏହାକୁ ନେଇ ବସ୍ ଷ୍ଟାଣ୍ଡ୍ ରେ ଥିବା ଖୁଦ୍ର ବ୍ୟବସାୟୀମାନେ ପେଟପାଟଣା ପାଇଁ ଚିନ୍ତାରେ ଅଛନ୍ତି। ଏହାର ସମାଧାନ ଦାବୀରେ ଆଜି ଖୁଦ୍ର ବ୍ୟବସାୟୀ ସଂଘ ବିଧାଯକଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମାଧାନ କରିବାକୁ ଦାବୀ କରିଛନ୍ତି।

   Related Posts