Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ଆସନ୍ତା ୯ ତାରିଖରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା

30/01/2020 at 9:06 PM

କଟକ୩୦/୧: ଆସନ୍ତା ୯ ତାରିଖରୁ କଟକରେ ଆରମ୍ଭ ହେବ ବାଣିଜ୍ୟ ମେଳା । କେନ୍ଦ୍ର ଏବଂ ଓଡିଶା ସରକାରଙ୍କ MSME ବିଭାଗ ଏବଂ ଓଡିଶା ଶିଳ୍ପ ସଂଘର ସହଯୋଗରେ ଏହି ମେଳା ଆୟୋଜିତ ହେବ । ଯେଉଁଥିରେ ୨୦୦ ଟି ଷ୍ଟଲ ଖୋଲିବାର ପ୍ରସ୍ତାବ ରହିଛି ।

ମେଳାରେ ୧୦ ଟି ପାଭିଲିଅନ ରହିବ । ଏହା ବ୍ୟତୀତ ଖାଦ୍ୟ ଷ୍ଟଲ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପର ଉତ୍ପାଦନ, କାରିଗରୀ ଜ୍ଞାନ କୌଶଳ, ହସ୍ତତନ୍ତ ପରି ବିଭିନ୍ନ ଷ୍ଟଲ ଏହି ବାଣିଜ୍ୟ ମେଳାରେ ସ୍ଥାନିତ ହେବ । ବାଣିଜ୍ୟ ମେଳା ୫ ଦିନ ଯାଏଁ ଚାଲିବ । ଏହାଦ୍ବାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଉଦ୍ୟୋଗୀମାନଙ୍କୁ ଭଲ ଏକ୍ସପୋଜର ପ୍ରଦାନ କରିବା ସହିତ ଜନ ସାଧାରଣଙ୍କୁ ସ୍ଥାନୀୟ ଉତ୍ପାଦ ସମ୍ପର୍କରେ ଅବଗତ କରାଇବା ହେଉଛି ମେଳାର ମୁଖ୍ୟ ଲକ୍ଷ ।

   Related Posts