୩ଟି ସାଇକେଲ ଉପରେ ଚଢିଗଲା ଟ୍ରାକ୍ଟର, ଅଳ୍ପକେ ବର୍ତ୍ତିଲେ ୩ ନାବାଳିକା
22/09/2020 at 8:09 AM

ଜଳେଶ୍ଵର ୨୨।୯: ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା । ସାଇକେଲ ଉପରେ ଚଢିଗଲା ଟ୍ରାକ୍ଟର । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଛକରେ ଘଟିଛି ଏଭଳି ଦୁର୍ଘଟଣା । ଏକାସହ ତିନିଟି ସାଇକେଲ ଉପର ଟ୍ରାକ୍ଟରଟି ଚଢିଯାଇଥିବାର ଜଣାପଡିଛି । ଦୁର୍ଘଟମାରେ ଅଳ୍ପକେ ବର୍ତ୍ତିଗଲେ ୩ ନାବାଳିକା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଓଲଟିଲା ବେଆଇନ ଗୋରୁ ବୋଝେଇ ଗାଡି
17 January 2021
ଆହୁରି ୨ ଦିନ ଥରାଇବ, ଫେବ୍ରୁଆରୀ ପହିଲା ଯାଏଁ ଲୁଚକାଳି ଖେଳିବ ଶୀତ
17 January 2021
ରାଜଧାନୀରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍
17 January 2021