ଟ୍ରାକ୍ଟର ଡାଲାରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ
2/01/2021 at 4:43 PM

କଳାହାଣ୍ଡି ୨।୧: ଟ୍ରାକ୍ଟର ଡାଲାରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡା ଟେମରା ରାସ୍ତାରେ ଘଟିଛି ଦୁର୍ଘଟଣା । ରାସ୍ତା କାମରେ ନିୟୋଜିତ ଥିବା ଓଡି୦୮ଏଫ୩୪୨୧ ନମ୍ବର ବିଶିଷ୍ଟ ଏକ ଟ୍ରାକ୍ଟର ଡାଲାର ଯାନ୍ତ୍ରିକ ତ୍ରୃଟି ସଜାଡିବା ବେଳେ ଚାପି ହୋଇ ମୃତ୍ୟୁ ହୋଇଛି । ମୃତ ଟ୍ରାକ୍ଟର ଡ୍ରାଇଭର ହେଲେ ଡିସମ୍ବର ପୁଞ୍ଜି । କୋକସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଞ୍ଚଳ ଉତ୍ତେଜନା ପ୍ରକାଶ ପାଇଛି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021