ଜଙ୍ଗଲରୁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

Published By : Prameya-News7 Bureau | January 29, 2019 IST

ଟିଟିଲାଗଡ ୨୯|୧:   ଟିଟିଲାଗଡ ସଇଁତଳା ଥାନା ଅନ୍ତର୍ଗତ ଗୋଲଭାଡି ଗାଁ ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଡ଼ମାଲ ନିକଟସ୍ଥ ଗୋଲଭାଡି ଗାଁର ଜୟ ବିଶି ମାଝୀ । ସେ ଜଣେ ଟ୍ରାକ୍ଟର ଡ୍ରାଇଭର । ଗତ ଜାନୁଆରୀ ୨୬ ତାରିଖ ସନ୍ଧ୍ୟାରୁ ଜୟ ବିଶି କାମ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସଇଁତଳା ପୋଲିସ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.