Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଜଙ୍ଗଲରୁ ଟ୍ରାକ୍ଟର ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

29/01/2019 at 12:42 PM

ଟିଟିଲାଗଡ ୨୯|୧:   ଟିଟିଲାଗଡ ସଇଁତଳା ଥାନା ଅନ୍ତର୍ଗତ ଗୋଲଭାଡି ଗାଁ ପାଖ ଜଙ୍ଗଲରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଡ଼ମାଲ ନିକଟସ୍ଥ ଗୋଲଭାଡି ଗାଁର ଜୟ ବିଶି ମାଝୀ । ସେ ଜଣେ ଟ୍ରାକ୍ଟର ଡ୍ରାଇଭର । ଗତ ଜାନୁଆରୀ ୨୬ ତାରିଖ ସନ୍ଧ୍ୟାରୁ ଜୟ ବିଶି କାମ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସଇଁତଳା ପୋଲିସ ମୃତଦେହ ଉଦ୍ଧାର କରିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।

   Related Posts