ଟ୍ରାକ୍ଟର ଓଲଟି ଜଣେ ମୃତ, ୨୦ରୁ ଅଧିକ ଆହତ

Published By : Prameya-News7 Bureau | November 11, 2019 IST

ବୁର୍ଲା ୧୧।୧୧  ଟ୍ରାକ୍ଟର ଓଲଟି ଜଣେ ମୃତ, ୨୦ରୁ ଅଧିକ ଆହତ । ଆଜି ସଂଧ୍ୟା ରେ ମରାକୁଟା ନିକଟରେ ଏକ  ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଈଶ୍ବର କଣ୍ଟା । ଟ୍ରାକ୍ଟରରେ ୪୦ରୁ ଅଧିକ ଶ୍ରମିକ ବସିଥିଲେ ।

 ଠିକାଦାର ପାଖରୁ କାମ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଥିଲେ । ଆହତ ଯାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତରଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.