ଭୀମକୁଣ୍ଡରେ ଗାଧୋଇବା ବେଳେ ବୁଡିଯାଇ ଜଣେ ପର୍ଯ୍ୟଟକ ନିଖୋଜ
25/12/2019 at 4:36 PM

ପାଟଣା ୨୫|୧୨: କେନ୍ଦୁଝର ଜିଲ୍ଲା ପାଟଣା ସ୍ଥିତ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡରେ ବୁଡିଯାଇ ଜଣେ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି । ଗାଧୋଉଥିବା ବେଳେ ବୁଡିଯାଇ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଥିବା ଜଣାପଡିଛି । ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡକୁ ପିକନିକ୍ ପାଇଁ ଆସିଥିବା ବେଳେ ଗାଧୋଇବା ବେଳେ ନିଖୋଜ ହୋଇଥିବା ସୂଚନା ମିଳିଛି । ନିଖୋଜ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପର୍ଯ୍ୟଟକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମବାହିନୀ କର୍ମଚାରୀ ।
Related Posts
ନିର୍ମାଣଧୀନ ପୋଲରୁ ଧସିଲା ମାଟି ଅତଡା : ଜଣେ ଶ୍ରମିକ ମୃତ, ୩ ଗୁରୁତର
28 January 2021
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
28 January 2021