ନଦୀ ପାର ବେଳେ ବୁଡ଼ି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ

Published By : Prameya-News7 Bureau | December 01, 2019 IST

ପୁରୀ ୧/୧୨: କୋଣାର୍କ ରାମଚଣ୍ଡୀରେ ଅଘଟଣ ଘଟିଛି । ନଦୀ ପାର ବେଳେ ବୁଡ଼ି ଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି।

 ମୃତ ପର୍ଯ୍ୟଟକ ଚେନ୍ନାଇ ଅଞ୍ଚଳର ବୋଲି ସୂଚନା ମିଳିଛି। ଚେନ୍ନାଇରୁ ୨୦ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.