ଟାଟା ଏସିଇକୁ ପିଟିଲା ଟୁରିଷ୍ଟ ବସ୍;୨ ଗୁରୁତର

Published By : Prameya-News7 Bureau | May 30, 2018 IST

ଭଦ୍ରକ ଜାତୀୟ ରାଜପଥ ବେଲପୁର ନିକଟରେ ଦୁର୍ଘଟଣା । ଟାଟା ଏସିଇକୁ ପିଟିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ ଟାଟା ଏସିଇ ଡ୍ରାଇଭର, ହେଲପର ଗୁରୁତର ହୋଇଛନ୍ତି । ୨ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.