‘ଟୁର ଦ କଳିଙ୍ଗ’ ପକ୍ଷରୁ ସାଇକେଲ ଯାତ୍ରା ଆରମ୍ଭ
8/12/2018 at 4:54 PM

ଭୁବନେଶ୍ବର ୦୮|୧୨: ‘ଟୁର ଦକଳିଙ୍ଗ’ ପକ୍ଷରୁ ସାଇକେଲ ଯାତ୍ରା ଆରମ୍ଭ । ରାଜଭବନ ସମ୍ମୁଖରେ ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସରଗଣେଶୀ ଲାଲ । ଏହି ସାଇକେଲ ଯାତ୍ରାରେ ୨୫ ଜଣ ୧୩ ଶହ କି.ମି. ଯାତ୍ରା କରି ପଲିଥିନ ବ୍ୟବହାର ଏବଂ ନିଶା ନିବାରଣ ଉପରେସଚେତନ କରିବେ । ଯାତ୍ରା ସମୟରେ ସାତପଡ଼ା, ପାରଳାଖେମୁଣ୍ଡି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଓ ଭୁବନେଶ୍ବରରେକାର୍ଯ୍ୟକ୍ରମ ରହିଛି ।