ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଟୁର ଦ କଳିଙ୍ଗ’ ପକ୍ଷରୁ ସାଇକେଲ ଯାତ୍ରା ଆରମ୍ଭ

8/12/2018 at 4:54 PM

ଭୁବନେଶ୍ବର ୦୮|୧୨: ‘ଟୁର ଦକଳିଙ୍ଗ’ ପକ୍ଷରୁ ସାଇକେଲ ଯାତ୍ରା ଆରମ୍ଭ । ରାଜଭବନ ସମ୍ମୁଖରେ ଉଦଘାଟନ କଲେ ରାଜ୍ୟପାଳ ପ୍ରଫେସରଗଣେଶୀ ଲାଲ । ଏହି ସାଇକେଲ ଯାତ୍ରାରେ ୨୫ ଜଣ ୧୩ ଶହ କି.ମି.  ଯାତ୍ରା କରି ପଲିଥିନ ବ୍ୟବହାର ଏବଂ ନିଶା ନିବାରଣ ଉପରେସଚେତନ କରିବେ । ଯାତ୍ରା ସମୟରେ ସାତପଡ଼ା, ପାରଳାଖେମୁଣ୍ଡି, ରାୟଗଡ଼ା, କୋରାପୁଟ, ନୟାଗଡ଼ ଓ ଭୁବନେଶ୍ବରରେକାର୍ଯ୍ୟକ୍ରମ ରହିଛି ।

   Related Posts