Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ନଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ନିକଟ‌ରେ ଅଗ୍ନିକାଣ୍ଡ
  • ||
  • ରାଉରକେଲା : ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଦୁଇ ଜଣଙ୍କ ମୃତ୍ୟୁ
  • ||
  • ବଲାଙ୍ଗୀର : ନିଜ ସର୍ଭିସ୍ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଯବାନ !
  • ||
  • ଟାଙ୍ଗୀ : ମାନସିକ ପୂରଣ ପାଇଁ ବେକ କାଟିଦେଲେ ଭକ୍ତ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୯ କୋଭିଡ୍ ପଜିଟିଭ୍, ୩୩୬୯୨୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ୍, ଜଣେ ମୃତ, ୨୬ ଆହତ
  • ||
  • ମୁମ୍ବାଇ : ଭୟଙ୍କର ହେଲାଣି କରୋନା, ସ୍କୁଲ ହଷ୍ଟେଲର ୧୯୦ ଛାତ୍ର କୋଭିଡ୍ ପଜିଟିଭ୍
  • ||
  • ରାୟପୁର : ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ, ୨ ଯବାନ ସହିଦ
  • ||
  • ଆଠଗଡ଼ : ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା
  • ||

ଯୌତୁକ ପାଇଁ ମହିଳାଙ୍କୁ ନିର୍ଯାତନା

23/08/2018 at 6:04 PM

ମହିଳାଙ୍କୁ ନିର୍ଯାତନା । ଛୁଆକୁ ଛଡାଇ ନେଲେ ଶାଶୁ ଘର ଲେ।କ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଅଞ୍ଚଳର । ୨୦୧୪ରେ ମମତା ପ୍ରଧାନ ନାମକ ମହିଳାଙ୍କୁ ସେହି ଅଞ୍ଚଳର ସନ୍ତେ।ଷ ବେହେରା ବିବାହ କରିଥିଲେ । ବାହାଘର ପରେ ଯୌତୁକ ପାଇଁ ମମତାଙ୍କ ଉପରେ ଆରମ୍ଭ ହେ।ଇଥିଲା ନିର୍ଯାତନା । ମମତା ଗର୍ଭବତୀ ଥିବା ବେଳେ ଘରୁ ତଡିଦେଇଥିଲେ ସ୍ବାମୀ । ବାପ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମମତା । ତେବେ ଗୁରୁବାର ହଠାତ୍ ମମତାଙ୍କ ସ୍ବାମୀ ସନ୍ତେ।ଷ ତାଙ୍କ ବାପ ଘରକୁ ଆସି ପୁଅକୁ ଉଠାଇ ନେଇଥିଲେ । ଘଟଣା ପରେ ସ୍ବାମୀଙ୍କ ଘରକୁ ଯାଇ ପୁଅକୁ ଫେରାଇ ଦେବାକୁ ଅନୁରେ।ଧ କରିଥିଲେ ମମତା । ଏଥି ସହିତ ତାଙ୍କୁ ଗ୍ରହଣ କରିବାକୁ ଦାବି କରିଥିଲେ । ହେଲେ ଶାଶୁ ଘର ଲେ।କ ତାଙ୍କୁ ଘରେ ପୁରାଇ ଦେଇନଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ମମତା । ଏତଲା ପରେ ଅଭିଯୁକ୍ତ ସ୍ବାମୀ ସନ୍ତେ।ଷ ବେହେରା, ଶ୍ବଶୁର ଗେ।ବିନ୍ଦ ଚନ୍ଦ୍ର ବେହେରା ଏବଂ ଶାଶୁ ଚିତ୍ତା ବେହେରା ଫେରାର ହେ।ଇଯାଇଛନ୍ତି ।

   Related Posts