ଯୌତୁକ ପାଇଁ ମହିଳାଙ୍କୁ ନିର୍ଯାତନା

Published By : Prameya-News7 Bureau | August 23, 2018 IST

ମହିଳାଙ୍କୁ ନିର୍ଯାତନା । ଛୁଆକୁ ଛଡାଇ ନେଲେ ଶାଶୁ ଘର ଲେ।କ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୟାପଲ୍ଲୀ ଅଞ୍ଚଳର । ୨୦୧୪ରେ ମମତା ପ୍ରଧାନ ନାମକ ମହିଳାଙ୍କୁ ସେହି ଅଞ୍ଚଳର ସନ୍ତେ।ଷ ବେହେରା ବିବାହ କରିଥିଲେ । ବାହାଘର ପରେ ଯୌତୁକ ପାଇଁ ମମତାଙ୍କ ଉପରେ ଆରମ୍ଭ ହେ।ଇଥିଲା ନିର୍ଯାତନା । ମମତା ଗର୍ଭବତୀ ଥିବା ବେଳେ ଘରୁ ତଡିଦେଇଥିଲେ ସ୍ବାମୀ । ବାପ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମମତା । ତେବେ ଗୁରୁବାର ହଠାତ୍ ମମତାଙ୍କ ସ୍ବାମୀ ସନ୍ତେ।ଷ ତାଙ୍କ ବାପ ଘରକୁ ଆସି ପୁଅକୁ ଉଠାଇ ନେଇଥିଲେ । ଘଟଣା ପରେ ସ୍ବାମୀଙ୍କ ଘରକୁ ଯାଇ ପୁଅକୁ ଫେରାଇ ଦେବାକୁ ଅନୁରେ।ଧ କରିଥିଲେ ମମତା । ଏଥି ସହିତ ତାଙ୍କୁ ଗ୍ରହଣ କରିବାକୁ ଦାବି କରିଥିଲେ । ହେଲେ ଶାଶୁ ଘର ଲେ।କ ତାଙ୍କୁ ଘରେ ପୁରାଇ ଦେଇନଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି ମମତା । ଏତଲା ପରେ ଅଭିଯୁକ୍ତ ସ୍ବାମୀ ସନ୍ତେ।ଷ ବେହେରା, ଶ୍ବଶୁର ଗେ।ବିନ୍ଦ ଚନ୍ଦ୍ର ବେହେରା ଏବଂ ଶାଶୁ ଚିତ୍ତା ବେହେରା ଫେରାର ହେ।ଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.