Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପଶ୍ଚିମବଙ୍ଗ ଚାଲାଣ ବେଳେ ବାଲେଶ୍ବର ରାଜଘାଟ ଷ୍ଟେସନରୁ ୯୧ କଇଁଛ ଉଦ୍ଧାର

23/08/2018 at 5:12 PM

ପଶ୍ଚିମବଙ୍ଗ ଚାଲାଣ ବେଳେ ୯୧ କଇଁଛ ଉଦ୍ଧାର । ବାଲେଶ୍ବର ରାଜଘାଟ ଷ୍ଟେସନରୁ ତିନୋଟି ବସ୍ତାରେ ରଖାଯାଇଥିବା ଏହି କଇଛକୁ ଜବତ କରିଛି ବନ ବିଭାଗ । କଇଁଛ ଚାଲାଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି । ଆଜି ସକାଳେ ଦୁଇ ଅଭିଯୁକ୍ତ ଯୁବକ କଇଁଛ ଭର୍ତ୍ତି ବସ୍ତା ଧରି ପଶ୍ଚିମବଙ୍ଗ ଅଭିମୁଖେ ଯିବାକୁ ଅପେକ୍ଷା କରିଥିବା ନେଇ ସୁରାକ ପାଇ ବାଲେଶ୍ବର ବନବିଭାଗକୁ ଜଣାଇଥିଲେ ରୂପ୍ସା ଷ୍ଟେସନ ଆର୍ ପି ଏଫ ସବ୍ ଇନ୍ସପେକ୍ଟର ଭଗବାନ ସିଂ । ଖବରପାଇ ବନ ବିଭାଗର ଅଧତ୍କାରୀ ମାନେ ରାଜଘାଟ ଷ୍ଟେସନକୁ ଯାଇ କଇଁଛ ଗୁଡିକୁ ଉଦ୍ଧାର କରିଥିଲେ । ଗିରଫ ଦୁଇ ଯୁବକ ହେଲେ ମେଦିନାପୁରର କାର୍ତ୍ତିକ ପାତ୍ର ଓ ଭୋଗରାଇର ରବିନ୍ଦ୍ର ପ୍ରଧାନ। ସେମାନେ ସବିରା ଓ ମାର୍କୋଣାରୁ ଏହି ସବୁ କଇଁଛ କିଣି ପଶ୍ଚିମ ବଙ୍ଗ ନେଇଯାଉଥିଲେ । ସେଗୁଡିକୁ ସେଠାରେ ୫ ଶହରୁ ୬ ଶହ ଟଙ୍କାରେ ବକ୍ରି କରିଥାନ୍ତେ । ପରେ ବନବିଭାଗ କର୍ମଚାରୀ ଉଦ୍ଧାର କରିଥିବା କଇଁଛ ଗୁଡିକୁ ବୁଢାବଳଙ୍ଗ ନଦୀରେ ଛାଡ଼ିଦେଇଛନ୍ତି ।

   Related Posts