ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ପାଇଁ ବ୍ରିଟେନର ଅନୁମତି ନେବାକୁ ପଡେ, ଜାଣନ୍ତୁ

Published By : Prameya-News7 Bureau | August 08, 2019 IST

ଦକ୍ଷିଣ ଏସିଆ ସ୍ଥିତ ଭାରତୀୟ ଉପମହାଦ୍ବୀପରେ ଭାରତ ହେଉଛି ସବୁଠୁ ବଡ ଦେଶ। ପୂର୍ଣ୍ଣ ରୂପରେ ଉତ୍ତର ଗୋଲାର୍ଧ ସ୍ଥିତ ଭାରତ ଭୌଗୋଳିକ ଦୃଷ୍ଟିରୁ ଷଷ୍ଠ ବୃହତ୍ତମ ଦେଶ ଓ ଜନସଂଖ୍ୟା ଦୃଷ୍ଟିକୋଣରୁ ଦ୍ବିତୀୟ ବଡ ଦେଶ ହେଉଛି ଭାରତ। ଭାରତର ପଶ୍ଚିମ ଦିଗରେ ପାକିସ୍ତାନ, ଉତ୍ତର-ପୂର୍ବ ଦିଗରେ ଚୀନ୍‌, ନେପାଲ, ଭୂଟାନ, ପୂର୍ବ ଦିଗରେ ବାଙ୍ଗଲାଦେଶ ଓ ମିଆଁମାର ରହିଛି।   

ଭାରତ ଭଳି ଦେଶରେ ଆଜି ମଧ୍ୟ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ପାଇଁ ବ୍ରିଟେନର ଅନୁମତି ନେବାକୁ ପଡେ। ଏହା ଶୁଣି ଅଧିକାଂଶ ଲୋକେ ଆଚମ୍ବିତ ହେବେ କିନ୍ତୁ ଏହା ସତ।ସେହି ସ୍ଥାନର କୌଣସି ଫଟୋ ମଧ୍ୟ ଉଠାଯାଇପାରିବ ନାହିଁ ବୋଲି କଟକଣା ରହିଛି।

ସେଠାକୁ ଯିବା ପାଇଁ ମଧ୍ୟ ବ୍ରିଟେନ ସରକାରଙ୍କ ଅନୁମତି ଦରକାର। ଆବେଦନ କରିବା ପରେ ଯଦି ସେ ଅନୁମତି ଦେବେ ତାହେଲେ ସେହି ସ୍ଥାନ ବୁଲାବୁଲି କରିବାକୁ ଯାଇହେବ। ଭାରତରେ ଏବେ ମଧ୍ୟ ୩୩୦ସ୍ଥାନ ଅଛି ଯେଉଁଠି ବିଦେଶି ଲୋକଙ୍କ ରାଜ ଚାଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.