Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଭାରତରେ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ପାଇଁ ବ୍ରିଟେନର ଅନୁମତି ନେବାକୁ ପଡେ, ଜାଣନ୍ତୁ

8/08/2019 at 1:36 PM

ଦକ୍ଷିଣ ଏସିଆ ସ୍ଥିତ ଭାରତୀୟ ଉପମହାଦ୍ବୀପରେ ଭାରତ ହେଉଛି ସବୁଠୁ ବଡ ଦେଶ। ପୂର୍ଣ୍ଣ ରୂପରେ ଉତ୍ତର ଗୋଲାର୍ଧ ସ୍ଥିତ ଭାରତ ଭୌଗୋଳିକ ଦୃଷ୍ଟିରୁ ଷଷ୍ଠ ବୃହତ୍ତମ ଦେଶ ଓ ଜନସଂଖ୍ୟା ଦୃଷ୍ଟିକୋଣରୁ ଦ୍ବିତୀୟ ବଡ ଦେଶ ହେଉଛି ଭାରତ। ଭାରତର ପଶ୍ଚିମ ଦିଗରେ ପାକିସ୍ତାନ, ଉତ୍ତର-ପୂର୍ବ ଦିଗରେ ଚୀନ୍‌, ନେପାଲ, ଭୂଟାନ, ପୂର୍ବ ଦିଗରେ ବାଙ୍ଗଲାଦେଶ ଓ ମିଆଁମାର ରହିଛି।   

ଭାରତ ଭଳି ଦେଶରେ ଆଜି ମଧ୍ୟ ଏମିତି କିଛି ସ୍ଥାନ ଅଛି ଯେଉଁଠାକୁ ଯିବା ପାଇଁ ବ୍ରିଟେନର ଅନୁମତି ନେବାକୁ ପଡେ। ଏହା ଶୁଣି ଅଧିକାଂଶ ଲୋକେ ଆଚମ୍ବିତ ହେବେ କିନ୍ତୁ ଏହା ସତ।ସେହି ସ୍ଥାନର କୌଣସି ଫଟୋ ମଧ୍ୟ ଉଠାଯାଇପାରିବ ନାହିଁ ବୋଲି କଟକଣା ରହିଛି।

ସେଠାକୁ ଯିବା ପାଇଁ ମଧ୍ୟ ବ୍ରିଟେନ ସରକାରଙ୍କ ଅନୁମତି ଦରକାର। ଆବେଦନ କରିବା ପରେ ଯଦି ସେ ଅନୁମତି ଦେବେ ତାହେଲେ ସେହି ସ୍ଥାନ ବୁଲାବୁଲି କରିବାକୁ ଯାଇହେବ। ଭାରତରେ ଏବେ ମଧ୍ୟ ୩୩୦ସ୍ଥାନ ଅଛି ଯେଉଁଠି ବିଦେଶି ଲୋକଙ୍କ ରାଜ ଚାଲେ।   

   Related Posts