ଭାରତର ଟପ୍‌ ୮ ଜଣ ହଟ୍‌ ଓ ସେକ୍ସି ଇଣଷ୍ଟା ଷ୍ଟାର ଓ ତାଙ୍କ ସ୍ଲିମ ଫିଗରର ରାଜ କଣ ଜାଣନ୍ତୁ

Published By : Prameya-News7 Bureau | June 30, 2019 IST

ମୁମ୍ବାଇ୩୦|୬: ଆଜିକାଲି ସୋସିଆଲ ମିଡିଆରେ ଇଣଷ୍ଟାଗ୍ରାମ, ଫେସବୁକ୍‌, ଟୁଇଟର ଓ ଏବେ ଟିକ୍‌ଟକ୍‌ରେ ମଧ୍ୟ ସାଧାରଣ ଲୋକେ ନିଜ ଜଲୱା ଦେଖାଉଛନ୍ତି।  ଉଭୟ ଯୁବକ ଯୁବତୀ ଯାଏଁ କେହି ନିଜ ପ୍ରତିଭା ଦେଖାଇବାରେ ପଛଘୁଞ୍ଚା ଦେଉନାହାନ୍ତି। ସେହିଭଳି ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ଯାଏଁ ସମସ୍ତେ ଏହି ସୋସିଆଲ ମିଡିଆ ଦ୍ବାରା ନିଜ ଜଲୱା ଦେଖାନ୍ତି। କିଏ ଫଟୋ ପୋଷ୍ଟ କରି ଲୋକଙ୍କୁ ଆକର୍ଷିତ କରେ ତ କିଏ ଗୀତ ଗାଇ ବା ନାଚି ଦର୍ଶକଙ୍କ ମନ କିଣେ।

ପୃଥିବୀରେ ବହୁତ କମ ଲୋକ ଥିବେ ଯିଏ ସୋସିଆଲ ମିଡିଆ ବ୍ୟବହାର କରୁନଥିବେ। ଆଜିକାଲି ସ୍ମାର୍ଟ ଫୋନ୍‌ ସମସ୍ତଙ୍କ ଜୀବନରେ ଏକ ମୁଖ୍ୟ ଅଂଶ ହୋଇଯାଇଛି। ତେବେ ଏମିତି କିଛି ଷ୍ଟାରସ୍‌ଙ୍କ ବିଷୟରେ ଜାଣନ୍ତୁ ଯିଏ ନିଜ ସେକ୍ସି ଓ ହଟ୍‌ ଫଟୋ ସେୟାର କରିବାରେ ସବୁଠୁ ାଗରେ ରହିଛନ୍ତି ।

{"id":129061}

ସାକ୍ଷୀ ଚୋପଡା

ପପୁଲାର ଟିଭି ସିରିଏଲ ରାମାୟଣର ନିର୍ମାତା ରାମାନନ୍ଦ ସାଗରଙ୍କ ଅଣନାତୁଣୀ ସାକ୍ଷୀ ଚୋପଡା ଇଣଷ୍ଟାଗ୍ରାମରେ ଖୁବ ଆକ୍ଟିଭ ରୁହନ୍ତି। ଅଧିକାଂଶ ସମୟରେ ସେ ତାଙ୍କ ବିକିନୀ ଫଟୋ ସେୟାର କରନ୍ତି। ତାଙ୍କ ସେକ୍ସି ଫିଗରର ଫଟୋ ଦ୍ବାରା ସେ ସୋସିାଲ ମିଡିଆରେ ବହୁତ ଧମାଲ କରନ୍ତି। ସ୍ଲିମ୍‌ ଫିଗର ପାଇଁ ସାକ୍ଷୀ  ୱାର୍କଆଉଟ୍‌ କରିବା ସହ ଡାନ୍ସ ଓ ସୁଇମିଂ ମଧ୍ୟ କରନ୍ତି। ଏହା ବ୍ୟତୀତ ସେ ନିଜ ଡାଏଟ୍‌ର ଭଲ ଭାବେ ଧ୍ୟାନ ରଖନ୍ତି। ତାଙ୍କ ଖାଇବାରେ ପ୍ୟାଟ୍‌ କମ ଓ ପ୍ରୋଟିନ ଅଧିକ ଥାଏ।

{"id":129062}

ସପନା ବ୍ୟାସ

ସପନା କୌଣସି ବଲିଉଡ ଅଭିନେତ୍ରୀ ବା ମଡେଲ ନୁହନ୍ତି। କିନ୍ତୁ ନିଜ ଫିଗର ପାଇଁ ସେ ଅନେକ ମଡେଲଙ୍କ ପାଇଁ ରୋଲ ମଡେଲ ପାଲଟିଛନ୍ତି। ୧୯୮୯ ମସିହାରେ ଜନ୍ମ ହୋଇଥିବା ସପନା ଏବେ ମଡେଲ ହେବା ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଏହା ସହ ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ୱାର୍କଆଉଟ ଟ୍ରେନର ଭାବେ ଜଣାଶୁଣା। ଆମେରିକା କାଉଁଶଲିଂ ଅଫ ଏକର୍ସସାଇଜରୁ ସପନାଙ୍କୁ ସର୍ଟିଫିକେଟ ମଧ୍ୟ ମିଳିସାରିଛି। ଅଧିକାଂଶ ସମୟରେ ସେ ଜିମ୍‌ରେ ୱାର୍କଆଉଟ୍‌ କରୁଥିବାର ଭିଡିଓ ସେୟାର କରନ୍ତି।

{"id":129063}

 ସ୍କାରଲେଟ୍‌ ରୋଜ

ସ୍ପ୍ଲିଟ୍‌ସ ଭିଲା ସିଜନ ୭ର ବିଜେତା ସ୍କାରଲେଟ୍‌ ରୋଜଙ୍କ ଭଳି ହଟ୍‌ ଫିଗର କାହାରି ନଥିବ। ନିଜ ଫିଗରକୁ ମେନଟେନ୍‌ କରିବା ପାଇଁ ସ୍କାରଲେଟ୍‌ ବହୁତ କସରତ କରନ୍ତି। ତାଙ୍କ ଜିମ୍‌ ୱାର୍କଆଉଟ୍‌ ଓ ଡାନ୍ସ ଭିଡିଓ ଦର୍ଶକ ବହୁତ ପସନ୍ଦ କରନ୍ତି। ଏହା ବ୍ୟତୀତ ସେ ପ୍ରତିଦିନ ଯୋଗ ଓ କାର୍ଡିଓ କରନ୍ତି।

{"id":129064}

ରୂମା ଶର୍ମା

ମଡେଲ ଓ ଅଭିନେତ୍ରୀ ରୂମା ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ସେୟାର କରନ୍ତି। ନିଜ ଫିଟ୍‌ନେସ ପାଇଁ ସେ ଚିଭି ଜଗତରେ ଆଜି ବେଶ ପରିଚିତ। ନିଜ ଫିଗରକୁ ସବର୍ଦା ହଟ୍‌ ଓ ସେକ୍ସି ରଖିବା ପାଇଁ ସେ ଘଣ୍ଟା ଘଣ୍ଟା ସମୟ ଜିମ୍‌ରେ ବିତାନ୍ତି। ଅଧିକାଂଶ ସମୟରେ ସେ ଲିପ୍ଟିଂ ଓ ଷ୍ଟ୍ରେଚିଂ ଏକ୍ସର୍ସାଇଜକରନ୍ତି।

{"id":129065}

ପୂର୍ବାଶା ଦାସ

ଫ୍ୟାସନ କୁଇନ୍‌ ପୂର୍ବାଶା ନିଜ ହଟ୍‌ ଓ ସେକ୍ସି ଫଟୋ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ନିଜ ଫିଗରକୁ ମେଣ୍ଟେନ୍‌ ରଖିବା ପାଇଁ ସେ ବହୁତ ପରିଶ୍ରମ କରନ୍ତି। କ୍ୟାଲରୀ ବର୍ଣ୍ଣ କରିବା ପାଇଁ ସେ ସବୁ ପ୍ରକାରର ୱାର୍କଆଉଟ କରନ୍ତି। ସୁଇମିଂ କରିବାର ସଉକ ରଖନ୍ତି ଏହି ମଡେଲ।

{"id":129066}

ପ୍ରାଜକ୍ତା ଦୁସାନେ

ପ୍ରାଜକ୍ତାଙ୍କର ଇଣଷ୍ଟାଗ୍ରାମ ଆକାଉଣ୍ଟରେ ୧.୩ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ନିଜ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ନିଜ ଫଟୋ ଓ ଭିଡିଓ ପୋଷ୍ଟ କରନ୍ତି। ତାଙ୍କ ଫିଗର ପାଇଁ ସୋସିଆଲ ମିଡିଆରେ ତାଙ୍କର ଅଧିକ ଫଲୋଅର୍ସ ଅଛନ୍ତି। ଯୋଗ ଓ ଡାନ୍ସ କରିବାର ସଉକ ରଖନ୍ତି ପ୍ରାଜକ୍ତା।

{"id":129067}

ଅଗ୍ନିଜିତା ବାନର୍ଜି

ସୋସିଆଲ ମିଡିଆରେ ନିଜ ହଟ୍‌ ବିକିନୀ ଫଟୋ ସେଆର କରିବାର କିଛି ସମୟ ମଧ୍ୟରେ ଅଗ୍ନିଜିତାଙ୍କର ଲକ୍ଷ ଲକ୍ଷ ଲାଇକ୍‌ ଓ କମେଣ୍ଟ ଆସେ। ତାଙ୍କ ଆକର୍ଷକ ଫିଗରର ରାଜ ତାଙ୍କ ଡାଏଟ୍‌ ବୋଲି ସେ କୁହନ୍ତି। ଅଧିକାଂଶ ସମୟ ସେ ସୋସିଆଲ ମିଡିଆରେ ନିଜ ଫଟୋ ଦ୍ବାରା ଧମାଲ କରନ୍ତି।

{"id":129068}

ରଚେଲ ସିଂହ

ଇଣ୍ଡୋ କାନାଡିୟନ ମଡେଲ ରଚେଲ ସିଂହ ବଲିଉଡର ହଟ୍‌ ଅଭିନେତ୍ରୀଙ୍କୁ ନିଜ ହଟନେସ୍‌ରେ ମାତ ଦିଅନ୍ତି।  ନିଜ ହଟ୍‌ ଓ ସେକ୍ସି ଫଟୋ ପାଇଁ ସେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ନିଜ ଡାନ୍ସ ଫର୍ମ ଓ ଯୋଗ ପୋଜର ଫଟୋ ସୋୟାର କରନ୍ତି ରଚେଲ। ତାଙ୍କୁ ଫିଟ୍‌ନେସର କୁଇନ ମଧ୍ୟ କୁହାଯାଏ।

wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.