୫ ଟଙ୍କାର ଟୁଥପେଷ୍ଟ ମୋବାଇଲ୍‌ର ଭଙ୍ଗା ସ୍କ୍ରିନ୍‌କୁ ଯୋଡିପାରେ

Published By : Prameya-News7 Bureau | April 15, 2019 IST

wp:heading {"level":5}
ଅଧିକାଂଶ ସ୍ମାର୍ଟଫୋନ ବ୍ୟବହାର କରିବା ସମୟରେ ଫୋନର ସ୍କ୍ରିନ୍‌ ଖରାପ ହୋଇଥାଏ। ସ୍କ୍ରିନକୁ ପରିସ୍କାର କରିବା ପାଇଁ ଓଦା କପଡା କିମ୍ୱା ହାତ ଦ୍ବାରା ଆମେ ଫୋନ ସଫା କରିଥାଉ। କିନ୍ତୁ ଏହା ପରେ ମଧ୍ୟ ଫୋନ୍‌ର ଡିସପ୍ଲେ ନୂଆ ସ୍ମାର୍ଟ ଫୋନ୍‌ ଭଳି ଚମକିନଥାଏ।
/wp:heading {"id":103805}
wp:heading {"level":5}
ତେବେ ଜାଣନ୍ତୁ ଏମିତି ଏକ ଟିପ୍ସ ବିଷୟରେ ଯାହା ଦ୍ବାରା ଫୋନ୍‌ର ସ୍କ୍ରିନ ମମ୍ପୂର୍ଣ୍ଣ ଭାବେ ପ୍ରଥମ ଥର ଭଳି ନୂଆ ହୋଇଥାଏ। କେବଳ ସେତିକି ନୁହେଁ ଏହି ଟିପ୍ସ ଫୋନ୍‌ର ଭଙ୍ଗା ଡିସପ୍ଲେକୁ ମଧ୍ୟ ଯୋଡିବାରେ ସାହାଯ୍ୟ କରିଥାଏ।
/wp:heading {"id":103806}
wp:heading {"level":5}
ଟୁଥପେଷ୍ଟ କେବଳ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରଯାଇନଥାଏ। ଏହା ସ୍ମାର୍ଟଫୋନକୁ ସଫା କରିବାରେ ମଧ୍ୟ ବ୍ୟବହାର କରାଯାଏ। ଏହି ବିଷୟରେ ଅନେକ ଲୋକ ଜାଣିନଥାନ୍ତି। କିନ୍ତୁ ଏହା ସତ ଯେ, ଟୁଥପେଷ୍ଟରେ ଫୋନ୍‌ ସଫା କରିଲେ ଫୋନ୍‌ର ସ୍କ୍ରିନ ନୂଆ ଭଳି ଲାଗେ।
/wp:heading {"id":103807,"width":577,"height":433}
wp:heading {"level":5}
ସର୍ବପ୍ରଥମେ ଟୁଥପେଷ୍ଟକୁ ଭଲ ଭାବେ ଫୋନ୍‌ ସ୍କ୍ରିନ୍‌ରେ ଲଗାଇବା ଉଚିତ୍‌। ତାପରେ ଫୋନ୍‌ର ସ୍କ୍ରିନକୁ ତୁଳା କିମ୍ୱା ନରମ କପଡା ଦ୍ବାରା ଭଲ ଭାବେ ସଫା କରିବା ଉଚିତ୍‌। ଯଦି ଫୋନ୍‌ର ଡିସପ୍ଲେ ଭାଙ୍ଗିଯାଇଛି ତାହେଲେ ମଧ୍ୟ ଫୋନ୍‌ ଯୋଡିବା ପାଇଁ ଟୁଥପେଷ୍ଟ ବ୍ୟବହାର କରିହେବ।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.