Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

୧୪୭ ଆସନରେ କିଏ ଆଗରେ କିଏ ପଛରେ, ଆସନ୍ତାକାଲି ସଂଧ୍ୟା ୫ଟାରୁ ପ୍ରକାଶ ପାଇବ ଭୋଟ ଓଡିଶାର ଫଳାଫଳ

25/02/2019 at 7:37 PM

ଭୁବନେଶ୍ବର୨୫|୨: କାଲି ବାହାରିବ ଫଳାଫଳ  । ୨୦୧୯ ନିର୍ବାଚନ ପୂର୍ବରୁ ଭୋଟ୍‌ ଓଡ଼ିଶା ମାଧ୍ୟମରେ ରାଜ୍ୟର ଭୋଟରଙ୍କ ମୁଡ୍ଜାଣିବାକୁ ନ୍ୟୁଜ୍ସେଭେନ୍‌ କରିଥିବା ପ୍ରୟାସର କାଲି ବାହାରିବ ରେଜଲ୍ଟ  । ୩  ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ନ୍ୟୁଜ୍ ସେଭେନ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ ହୋଇଛି । ସଂଧ୍ୟା ୫ଟାରୁ ଫଳାଫଳ ପ୍ରକାଶ ପାଇବ ।

କାଲି ରେଜଲ୍ଟ । ଟେଲିଭିଜନ୍‌ ଇତିହାସର ସବୁଠାରୁ ବଡ ଜନମତ ସର୍ଭେର ଆସିବ ଫଳାଫଳ । ନ୍ୟୁଜ୍‌ 7 ପକ୍ଷରୁ ଭୋଟ୍‌ ଓଡ଼ିଶା ମାଧ୍ୟମରେ କରାଯାଇଥିବା ଭୋଟିଂର ଫଳାଫଳ କାଲି ପ୍ରକାଶ ପାଇବ । ୧୪୭ ନିର୍ବାଚନ ମଣ୍ଡଳୀର ୩ଟି ପର୍ଯ୍ୟାୟରେ ଏହି ଫଳାଫଳ ପ୍ରକାଶ ପାଇବ । ୨୬, ୨୭ ଓ ୨୮ ଏହି ୩ ଦିନ ସଂଧ୍ୟା ୫ଟାରୁ ଏହି ଫଳାଫଳ ପ୍ରକାଶ  ପାଇବ । ପ୍ରଥମ ଦିନରେ ୪୯ ଟି ନିର୍ବାଚନ ମଣ୍ଡଳୀର ଫଳ ଆସିବ ।

ଆଶାୟୀ ଦୌଡରେ କିଏ ଆଗରେ ଓ କିଏ ପଛରେ ରହିବ ଏବଂ କିଏ ଟିକେଟ୍‌ ପାଇବ, କାହା ପଛରେ ଅଛି ସମର୍ଥନ, ତାର ରାୟ ଶୁଣାଇ ସାରିଛନ୍ତି ଜନତା । ତେବେ କେଉଁ ପୁରୁଣା ମୁହଁକୁ ଲୋକେ ପୁଣିଥିରେ ଦେଖିବାକୁ ଚାହୁଁଛନ୍ତି ଆଉ କେଉଁ ନୂଆ ମୁହଁକୁ ସେମାନଙ୍କର ପ୍ରଥମ ପସନ୍ଦ ବାଛିଛନ୍ତି ତାର ଫଳାଫଳ ଦେଖିବାକୁ ଲୋକଙ୍କ ମଧ୍ୟରେ ରହିଛି ଉତ୍ସାହ ।

ଭୋଟ ପୂର୍ବରୁ ହୋଇଥିବା ଏହି ଭୋଟ କାର୍ଯ୍ୟକ୍ରମରେ ଲୋକେ ଉତ୍ସାହର ସହ ଭାଗ ନେଇଥିବାରୁ ଏହାର ଫଳାଫଳ ଉପରେ ବି ରଖିଛନ୍ତି ନଜର।

   Related Posts