Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଷ୍ଟିୟରିଂରୁ କଣ୍ଟ୍ରୋଲ ହରାଇଲେ ଡ୍ରାଇଭର, ଦେଖୁ ଦେଖୁ ଓଲଟି ପଡିଲା ଟମାଟୋ ବୋଝେଇ ଟ୍ରକ୍

16/07/2021 at 4:58 PM

ଠାଣେ ୧୬।୭: ମହାରାଷ୍ଟ୍ର ଠାଣେରେ ଇଷ୍ଟର୍ଣ୍ଣ ଏକ୍ସପ୍ରସ୍ ହାଇଓ୍ବେରେ ଅଚାନକ ଟ୍ରକଟି ଭାରସାମ୍ୟ ହରାଇଥିଲା । ଭାରସାମ୍ୟ ହରାଇବା ଯୋଗୁଁ ଟମାଟୋ ବୋଝେଇ ଟ୍ରକ୍ ଟି ରାସ୍ତା ଉପରେ ଓଲଟିପଡିଥିଲା । ଫଳରେ ରାସ୍ତା ଉପରେ ଟମାଟୋ ବିଛାଇ ହୋଇ ପଡିଥିଲା । ଏଥିଯୋଗୁଁ ହାଇଓ୍ବେ ଉପରେ ଭିଡ ଦେଖିବାକୁ ମିଳିଥିଲା ।

ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଟ୍ରକ୍ ରେ ପ୍ରାୟ ୨୦ ଟନ୍ ଟମାଟୋ ଭର୍ତ୍ତି ହୋଇଥିଲା । ଏହି ଦୁର୍ଘଟଣା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଗାଡିମଟର ଅଟିକି ରହିଥିଲା । ପରେ ଜିସିବି ମେସିନ ସାହାଯ୍ୟରେ ରାସ୍ତାକୁ ସଫା କରାଯାଇଥିଲା ।

ଏହି ଦୁର୍ଘଟଣା ଠାଣେ କୋପାରୀ ନିକଟରେ ଅପରାହ୍ନରେ ଘଟିଥିବା ଜଣାପଡିଛି । ଏହି ରାସ୍ତା ଜନଗହଳିପୂର୍ଣ୍ଣ ରହିଥାଏ । ଏହି ଘଟଣା ପରେ ଏ ରାସ୍ତାରେ ଟ୍ରାଫିକ୍ ଜାମ୍ ଲାଗିଥିଲା ।

   Related Posts