Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶିଷ୍ଟ ଲେଖିକା ମନୋରମା ମହାପାତ୍ରଙ୍କ ପରଲୋକ
  • ||
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଜାଭେଲିନ୍‌ରେ ଚମକିଲେ ନୀରଜ, ଦମଦାର ପ୍ରଦର୍ଶନ କରି ଫାଇନାଲରେ କଲେ ଏଣ୍ଟ୍ରି

4/08/2021 at 8:10 AM

ଟୋକିଓ: ଅଲିମ୍ପିକ୍ସର ଦ୍ବାଦଶ ଦିବସରେ ଭାରତୀୟ ଦଳର ଶାନଦାର ଆରମ୍ଭ। ପୁରୁଷ ବର୍ଗ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରିଛନ୍ତି ନୀରଜ ଚୋପ୍ରା। ୮୬.୬୫ ମିଟର ଥ୍ରୋ କରି ଗ୍ରୁପ-ଏ ର ଶୀର୍ଷରେ ରହିବା ସହତି ଜାଭେଲିନ୍‌ ଫାଇନାଲକୁ ପ୍ରବେଶ କରିଛନ୍ତି ନୀରଜ ।

ଯାହାଫଳରେ ଭାରତ ପାଇଁ ଆଉ ଏକ ପଦକ ଆଶା ଉଜ୍ଜବୀତ ହୋଇଛି। ସେହିପରି ଗ୍ରୁପ୍-ବିରେ ଥିବା ଶିବପାଲଙ୍କ ଉପରେ ମଧ୍ୟ ନଜର ରହିଛି। ଶିବପାଲ ପ୍ରଥମ ପ୍ରୟାସରେ ୭୪.୬୦ ମିଟର ଥ୍ରୋ କରି ଗ୍ରୁପର ୫ମ ସ୍ଥାନରେ ଅଛନ୍ତି। ଆଉ ୨ଟି ଥ୍ରୋ ବାକି ଥିବାବେଳେ ଶିବପାଲଙ୍କ ଉପରେ ରହିଛି ସମସ୍ତଙ୍କ ନଜର।

   Related Posts