ନଭେମ୍ବର ୨୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 27, 2021 IST

ମେଷ–ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନିରବଚିନ୍ତକ ହୋଇପାରନ୍ତି । ପିଲାମାନେ ଆଧ୍ୟୟନରତ ହେବାର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ରହିବ ।ଶୁଭ ରଙ୍ଗ କ୍ରୀମ ।ଶୁଭ ଅଙ୍କ ୫ ।
ଗୃହିଣୀ- ସ୍ୱାଭିମାନୀ ହେବେ ।
ବ୍ୟବସାୟୀ- ଧର୍ଯ୍ୟ ହରା ହୋଇପାରନ୍ତି ।
କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ଅଳସୁଆ ପ୍ରବୃତ୍ତି ହେବେ ।
ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍ ।
ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ବୃଷ– ଅର୍ଥ ଉପାର୍ଜନ ଅତ୍ୟଧିକ ହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି ।କେତେକ କ୍ଷେତ୍ରରେ ଭୁଲ ବୁଝାମଣା ପାଇଁ କଳହ ସୃଷ୍ଟି ହୋଇପାରେ । ଅଧିକ ପରିଶ୍ରମ କଲେ ମଧ୍ୟ ତାର ଫଳ ପାଇବେ ନାହିଁ । ନ୍ୟାୟବାନ୍ ଓ ନିିରପେକ୍ଷ ହେବେ ।ଶୁଭ ରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୩ ।
ଚାଷୀ- କାର୍ଯ୍ୟମନ୍ଥରହେବ ।
ରୋଗୀ-ଆଜିକିଛି ଦଦିନ ସତର୍କରୁହନ୍ତୁ ।
ଛାତ୍ରଛାତ୍ରୀ-ସାଠରେ ମନ ଦେଦବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।

ମିଥୁନ -ପରିକଳ୍ପନା ଅନୁଯାୟୀ କାର୍ଯ୍ୟକରି ପାରନ୍ତି ।କାର୍ଯ୍ୟାଳୟରେ ସମ୍ମାନିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୁଳ ରହିଛି ।ଭଗବତ୍‌ ଚିନ୍ତକ ହେବେ । ଦର୍ଶନର ସୌଭାଗ୍ୟ ଉଦୟ ହୋଇଛି ।ଶୁଭ ରଙ୍ଗ କଫି ।ଶୁଭ ଅଙ୍କ ୧ ।
ଗୃହିଣୀ- ଧର୍ଯ୍ୟବାନ୍‌ ହେବେ ।
ବ୍ୟବସାୟୀ- ପ୍ରଚୁର ଲାଭ ହେବ ।
କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।
ଛାତ୍ରଛାତ୍ରୀ- ବିଦଦ୍ୟା ପ୍ରତି ଆଗ୍ରହୀହେବେ ।
ରୋଗୀ- ଚକ୍ଷୁ ପୀଡାହେବ ।
ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

କର୍କଟ–ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟିହେବ ।କୌଣସି କାରଣରୁ ଭୟାତୁର ହୋଇପାରନ୍ତି ।ବିଷାଦ ଗ୍ରସ୍ତ ହୋଇପାରନ୍ତି, ମାତ୍ର ନୀତିନିଷ୍ଠ ହେବେ । ଯାନ-ବାହନ ସୁଖ ମିଳିପାରେ ।ବିଶାରଦ ହେବା ଆଶା କରାଯାଏ ।ଶୁଭ ରଙ୍ଗ ବାଦାମୀ ।ଶୁଭ ଅଙ୍କ ୭ ।
ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାରକରନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ବିଜ୍ଞ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ସିଂହ – ପରିସ୍ଥିତି ଉତ୍ସାହ ଜନକ ହେବ । ଆଶ୍ୱସ୍ତି ମିଳିବ । ଆୟ ଉତ୍ତମ ଧରଣର ହେବ ।ବନ୍ଧୁତ୍ୱର ଲାଭ ମିଳିବ । ଦାମ୍ପତ୍ୟ ଜୀବନରେ କଟୁତା ଆସିପାରେ, ଶାନ୍ତି ସହ କଥାବାର୍ତ୍ତା ହେଲେ ସମାଧାନ ମିଳିଯିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।
ଗୃହିଣୀ- ମାନସିକ ଶାନ୍ତି ପାଇବେ ।
ବ୍ୟବସାୟୀ- ବାହାରେ ବ୍ୟବସାୟ କରିବା କଷ୍ଟ ହେବ ।
କର୍ମଜୀବି- କରତ୍‌କର୍ମାହେବେ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
ରୋଗୀ- ଚିକିତ୍ସା ପାଇଁବିଦେଦଶ ଯାଇପାରନ୍ତି ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।

କନ୍ୟା –ନିଜର ଅଧିକାର ପ୍ରତିସଚେତନ ହେବେ ।ବ୍ୟୟବୃଦ୍ଧିଘଟିପାରେ ।ବିବାଦଦରେଭାଗ ନ ନେଇ ନିରବହେବାବୁଦ୍ଧିମତାରକାର୍ଯ୍ୟ । ନିଜଲୋକ ଦଦୂରେଇ ଯାଇଥିଲେ, ଫେରି ପାଇବେ । ମଧୁରବଚନରେ ପରକୁ ଆପଣାରକରିବେ ।ଶୁଭରଙ୍ଗସବୁଜ ।ଶୁଭ ଅଙ୍କ ୧ ।
ଚାଷୀ- ଅଧିକାବର୍ଷାହେତୁ , ହତାସହୋଇପାରନ୍ତି ।
ରୋଗୀ-ଅସାଧ୍ୟ ରୋଗରେ ପୀଡିତହେବେ ।
ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁବୁଧକାରକଚେରବ୍ୟବହାରକରନ୍ତୁ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ- ମାନସିକଶାନ୍ତି ପାଇବେ ।

ତୁଳା- ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧିହେବ ।କାର୍ଯ୍ୟରେଉତ୍ସାହବୃଦ୍ଧି ପାଇବ ।ଜ୍ଞାନ ଆହରଣ ପାଇଁ ଆଗ୍ରହୀହେବେ ।ଶୁଭଖବର ପାଇଖୁସିକୋଇପାରନ୍ତି ।କର୍ମରେ ନିଜକୁ ନିୟୋଜିତକରିପାରନ୍ତି ।ବ୍ୟବସାୟଲାଭଜନକହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- କମନୀୟଶରୀର ଯୁକ୍ତହେବେ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।

ବିଛା–ଭ୍ରାତୃବିବାଦଦର ଅବସାନ ଘଟିବ । ଆୟବୃଦ୍ଧିହେବାରସୂଚନାମିଳୁଛି ।ସୁ-ସମ୍ବାଦଦ ପାଇଁଖୁସିହୋଇପାରନ୍ତି ।କର୍ମକ୍ଷେତ୍ରରେ ସମ୍ମାନିକ ହେବେ ଓ ପ୍ରମୋସନ୍‌ବିହୋଇପାରେ । ଅର୍ଥ ପ୍ରାପ୍ତିର ଅପୂର୍ବସୁଯୋଗ ଅଛି ।ଶୁଭରଙ୍ଗବାଦଦାମୀ ।ଶୁଭ ଅଙ୍କ ୪ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ-ଅସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ-ପାଠପଢାରେ ମନ ଦେଦବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ନୂଆବସ୍ତ୍ରଲାଭହେବ ।

ଧନୁ –ଧର୍ମଭାବନାଶାନ୍ତି ଦଦାୟକହେବ । ଲୋକସଂପର୍କ ବୃଦ୍ଧି କଲେ ରାଜନୀତିରେ ସାହାୟକ ହୋଇପାରେ । କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ରହେବେ । କ୍ଷମତା ଅଭିବୃଦ୍ଧି ଘଟାଇତାର ସଦଦ୍ ବ୍ୟବହାର ଘଟାଇପାରନ୍ତି । ଶୁଭରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୧ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ଛାତ୍ରଛାତ୍ରୀ- ମିତ୍ରଙ୍କସହଯୋଗମିଳିବ ।
ରୋଗୀ- ଆର‌୍ୟୁରବେଦଦୀ ଚିକିତ୍ସାଲାଭ ଦେଦବ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)

ମକର–ସତର୍କ ନ ରହିଲେବିପଦଦରେ ପଡିପାରନ୍ତି ।ମନରେ ଉଦଦ୍‌ବେଗଜାତହୋଇପାରେ ।ସାମାନ୍ୟ ଅସୁସ୍ଥତା ଅନୁଭବକରିପାରନ୍ତି ।ସ୍ୱାଭିମାନୀହେବେ ।ବ୍ୟବସାୟଲାଭଜନକହୋଇପାରେ ।ବିବାଦଦରେବିଜୟୀହେବେ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୭ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ-ରୋଗରୁମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ-ବହୁ ପରିଶ୍ରମକରିବାକୁ ପଡିବ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ନୂଆବ୍ୟବସାୟଲାଭହେବ ।
ଗୃହିଣୀ-ଆଜି ଦଦିନଟି ଆପଣଙ୍କ ପାଇଁଉତ୍ତମ ।

କୁମ୍ଭ -ସୁସ୍ଥ ଓ ନିରାମୟରହିବେ ।କର୍ମକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ ।ସୁଖକରଘଟଣାମାନ ଘଟିପାରେ ।କର୍ମକ୍ଷେତ୍ରସଫଳ ଓ ଉତ୍ସାହଜନକହେବ ।ଶୁଭକାର୍ଯ୍ୟକରଣୀୟହେବେ ଓ ଆନନ୍ଦ ଉପଭୋଗକରିପାରନ୍ତି ।ଶୁଭରଙ୍ଗଧଳା ।ଶୁଭଅଙ୍କ ୮ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।
ରୋଗୀ-ଅସାଧ୍ୟ ରୋଗରୁମୁକ୍ତହେବେ ।
ଚାଷୀ- କ୍ଳାନ୍ତି ଅନୁଭବକରିବେ ।

ମୀନ – ବିଭିନ୍ନସ୍ତରରୁସହଯୋଗ ପାଇଶତ୍ରୁ ଦଦମନ କରିବାରେସିଦ୍ଧହସ୍ତହେବେ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ବାଦଦ ପାଇଖୁସିହୋଇପାରନ୍ତି ।ଶୁଭକାର୍ଯ୍ୟ ପାଇଁବାତାବରଣ ଅନୁକୁଳସାବ୍ୟସ୍ତହୋଇଛି ।ଶୁଭରଙ୍ଗ ନାଲି ।ଶୁଭ ଅଙ୍କ ୬ ।
ଚାଷୀ-ଜଳବାୟୁବିଭାଗସହଯୋଗାଯୋଗରଖନ୍ତୁ ।
ରୋଗୀ-ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ-ବିଦଦ୍ୱାନ୍‌ହେବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ- ମିତ୍ରସୁଖ ପାଇବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.