ନଭେମ୍ବର ୦୪ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 04, 2021 IST

ମେଷ– ଆଜି ଦିନରେ ଧନ, ମାନ ଓ ସମ୍ମାନ ପାଇବେ ।ବନ୍ଧୁ ସହଯୋଗ, ପାରିବାରିକ ସ୍ନେହ, ଗୁରୁଜନ ବର୍ଗରୁ ଆଶୀର୍ବାଦ ଲାଭ କରିବେ ।ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ ।ମନୋବଳ ଦୃଢରହିବ ।ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

        ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

        ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

        କର୍ମଜୀବି- କରତ୍‌କର୍ମା ହେବେ ।

        ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

        ରୋଗୀ-ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

        ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ବୃଷ– ପୁରାତନ ରୋଗପୀଡା ହେତୁ ଅସୁସ୍ଥ ରହିବେ ।ସାଙ୍ଗଠନିକ କାର୍ଯ୍ୟରେ ଅଗ୍ରଗତି ସୂଚିତ ଓ ବୈଷୟିକ କ୍ଷେତ୍ରର ସ୍ଥିତି ନୈରାଶ୍ୟ ଜନକ ହେବ ।ବହୁ ବର୍ଗରୁ ସହଯୋଗ ପାଇବେ ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୨ ।

        ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

        ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।

        ଛାତ୍ରଛାତ୍ରୀ-ବିଦ୍ୱାନ୍‌ ହେବେ ।

        କର୍ମଜୀବୀ-ସମ୍ମାନିତ ହେବେ ।

        ବ୍ୟବସାୟୀ-ସଫଳତାକୁ ହାତ ଛଡା କରନ୍ତୁ ନାହିଁ ।

        ଗୃହିଣୀ-ସୁଖ ଅନୁଭବ କରିବେ ।

ମିଥୁନ – ପୁରସ୍କାର ବିରୋଧ ଚିନ୍ତାଧାରା ପ୍ରାୟତଃ ଲାଗି ରହିବ । ଦୂର ଯାତ୍ରା ଗ୍ରହଣୀୟ ନୁହେଁ । ଚନ୍ଦ୍ରଙ୍କର ଅଷ୍ଟମ ସ୍ଥିତି କର୍ମକ୍ଷେତ୍ରରେ ପ୍ରତିକୂଳ ପ୍ରଭାବିକ ହେବ ।ସତସଙ୍ଗ ମାନସିକ ଶାନ୍ତି ପ୍ରଦାନ କରିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

        ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

        ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।

        କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

        ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧକାର କଚେର ବ୍ୟବହାର କରନ୍ତୁ ।

        ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।

        ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

କର୍କଟ–ସାତ୍ତ୍ୱିକ ଭାବନା ଓ ପରିବେଶ ମଧ୍ୟରେ ଦିନଟି ଅତିବାହିତ କରିବେ । ପ୍ରିୟ ପରିଜନମାନେ ସହ-ଯୋଗୀ ହେବେ । ଦେହ ପୂର୍ବାପେକ୍ଷା ସୁସ୍ଥ ରହିବ ।ଆର୍ଥିକ ଅନାଟନ ପ୍ରାୟତଃ ଲାଗି ରହିପାରେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୫ ।

        ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

        ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

        ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

        କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।

        ବ୍ୟବସାୟୀ-ନୂଆବ୍ୟବସାୟ ଲାଭ ହେବ ।

        ଗୃହିଣୀ-ସୁଖଭାରା ଦିନଟି ।

ସିଂହ –ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଦୂର ଯାତ୍ରା ଶୁଭଦାୟକ ହେବ ନାହିଁ । ଦେହ ଅସୁସ୍ଥ ରହିବ । ପରିବାରରେ ନିଜସ୍ୱମତ ରଖିବା କଷ୍ଟକର ହୋଇପାରେ ।ସନ୍ତାନ ବର୍ଗରୁ ସୁଖ ସନ୍ତୋଷ ମିଳିବ ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୯ ।

        ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

        ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

        କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।

        ଛାତ୍ରଛାତ୍ରୀ-ବ୍ୟାୟାମ୍‌ କରନ୍ତୁ ।

        ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍ ।

        ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

କନ୍ୟା– ଉଦଯୋଗ ସିଦ୍ଧି ଘଟିବ ।କର୍ମକ୍ଷେତ୍ରରେ ଆତ୍ମସମୀକ୍ଷା କରିବେ । ଉଦରପୀଡା କିମ୍ବା ରକ୍ତ ପ୍ରଦୂଷଣ ସମସ୍ୟା ଆସିପାରେ । ଧର୍ମନିଷ୍ଠ ହେବେ । ପ୍ରାକୃତିକ ପରିବେଶରେ ସୁଖ ଭ୍ରମଣର ସୁଯୋଗ ପାଇବେ ।ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୭ ।

        ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

        ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

        ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।

        କର୍ମଜୀବି-ଅର୍ଥ ମିଳିବ ।

        ବ୍ୟବସାୟୀ-ସଫଳତା ହାତ ଛଡା ହୋଇଯିବ ।

        ଗୃହିଣୀ-ସୁଖ ଅନୁଭବ କରିବେ ।

ତୁଳା–ବୌଦ୍ଧିକ କାର୍ଯ୍ୟରେ ପ୍ରଶଂସା ପାଇବେ । ନକରାତ୍ମକ ଚିନ୍ତାରୁ ମୁକ୍ତି ମିଳିବ ।କର୍ମକ୍ଷେତ୍ରରେ ମନଯୋଗୀ ହେବେ ।ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପ୍ରାୟତଃ ଲାଗିରହିବ ।ଗୁରୁଦେବତା ବ୍ରାହ୍ମଣ ଭକ୍ତି ରହିବ ।ଶୁଭରଙ୍ଗ କ୍ରୀମ୍ ।ଶୁଭ ଅଙ୍କ ୨ ।

        ଗୃହିଣୀ-ସୁଖଭାରା ଦିନଟି ।

        ବ୍ୟବସାୟୀ-ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।

        କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

        ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

        ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।

        ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

ବିଛା– ଅଯଥା ଚିନ୍ତାରେ ମାନସିକ ଶାନ୍ତି ନଷ୍ଟ କରିପାରନ୍ତି ।କର୍ମକ୍ଷେତ୍ରରେ ସ୍ଥିତି ଯଥାପୂର୍ବ ରହିବ । ଲୋକକଲ୍ୟାଣ କାର୍ଯ୍ୟରେ ଉତ୍ସାହୀ ହେବେ ।ବ୍ୟବହାର କୁଶଳତା ପ୍ରଦର୍ଶନରେ କାର୍ଯ୍ୟ ସାଧନ କରିବେ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୪ ।

        ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

        ରୋଗୀ-ଅସୁସ୍ଥ ଅନୁଭବ କରିବେ ।

        ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।

        କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।

        ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।

        ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ଧନୁ –ବନ୍ଧୁ ପରିଜନ ବର୍ଗରୁ ସହଯୋଗ ଓ ସଦିଚ୍ଛା ପାଇବେ । ଅର୍ଥାଗମ ହେବ ଏବଂସେସବୁର ସଦ୍ ବିନିଯୋଗ ମଧ୍ୟ କରିବେ । ଆହାର ବିଶ୍ରାମରେ ନିୟମିତ ହେବେ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ଘଟିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୮ ।

        ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

        ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

        କର୍ମଜୀବୀ-କାର୍ଯ୍ୟକରି ପ୍ରଶଂସିତ ହେବେ ।

        ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।

        ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

        ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

ମକର–ବିକ୍ଷିପ୍ତ ଚିନ୍ତାମନକୁ ଭାରାକ୍ରାନ୍ତ କରିପାରେ । ନିମ୍ନ ଅଙ୍ଗରେ ପୀଡା ଭୋଗ ହେବ । ଶ୍ରୀଚନ୍ଦ୍ରଭୋଗ ହେତୁ ଶୁଭଫଳ କେତେକାଂଶରେ ପାଇବେ ।ଗୃହୋ ପକରଣକ୍ରୟ ଆଧ୍ୟାତ୍ମିକ ଚିନ୍ତା ଓ ଦୂର ଯାତ୍ରା ଶୁଭ ହେବ ।ଶୁଭ ରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୬ ।

        ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

        ରୋଗୀ-ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‌ ଖାଆନ୍ତୁ ।

        ଛାତ୍ରଛାତ୍ରୀ-ବିଦ୍ୟା ଆରୋହଣ କରିବେ ।

        କର୍ମଜୀବି-ଅର୍ଥ ହାନୀ ହେବ ।

        ବ୍ୟବସାୟୀ-ସଫଳତାକୁହାତଛଡା କରନ୍ତୁ ନାହିଁ ।

        ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତରହିବେ ।

କୁମ୍ଭ  -କର୍ମକ୍ଷେତ୍ରରେ  କର୍ତ୍ତବ୍ୟନିଷ୍ଠ ଓ ସମୟାନୁବର୍ତ୍ତୀହେବେ । ପରିଚାଳନା ଗତ ଦକ୍ଷତା ବଢିବ । କେତେକ କ୍ଷେତ୍ରରେ ଆବଶ୍ୟକତା ଠାରୁ ଅଧିକ ବ୍ୟୟ ହୋଇପାରେ । ପରିବାରରେ ପରସ୍ପର ମଧ୍ୟରେ ବୁଝାମଣା ରହିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।

        ଗୃହିଣୀ-ସୁଖଭାରା ଦିନଟି ।

        ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

        କର୍ମଜୀବି-ସଫଳତା ହାତ ଛଡା ହୋଇଯିବ ।

        ଛାତ୍ରଛାତ୍ରୀ-ସ୍ମରଣଶକ୍ତି ପାଇଁ ବୁଧ କାରକ ଚେର ବ୍ୟବହାର କରନ୍ତୁ ।

        ରୋଗୀ-ଅସାଧ୍ୟ ରୋଗରେ ପୀଡିତ ହେବେ ।

        ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ମୀନ – ଦିନଟି ପ୍ରାୟସବୁ ଦିଗରୁ ଶୁଭଫଳ ଦାୟକହେବ । ଶ୍ରଦ୍ଧା ଓ ପ୍ରତିଷ୍ଠା ଲାଭର ସୂଚନା ଓ ଅଭାବ ଅନଟନ ଦୂରହେବ । ଯାନବାହନ କ୍ରୟବିକ୍ରୟରେ ଲାଭ ପାଇବେ ।ସ୍ୱାସ୍ଥ୍ୟବସ୍ଥା ଠିକ୍‌ରହିବ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୩ ।

        ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

        ରୋଗୀ-ଦେହ ଅସୁସ୍ଥ ହେଲେ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

        ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

        କର୍ମଜୀବି-ପ୍ରଶଂସିତ ହେବେ ।

        ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

        ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.