Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

୬ ଜାନୁଆରୀ ୧୯, ରବିବାର

6/01/2019 at 8:51 AM

ମେଷ – ଅଯଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ । ସାମାନୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବୁଦ୍ଧିମାନ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ।


ବୃଷ – ଅର୍ଥ ଲାଭ ହୋଇପାରେ । ବ୍ୟବସାୟ ଲାଭଜନକ ହେବ । ମନରେ ସେବାର ସଞ୍ଚାର ହୋଇପାରେ । ଅନୁଗୃହୀତ ହୋଇପାରନ୍ତି ।


ମିଥୁନ – ଜନୈକ ମହାନ୍ ବ୍ୟକ୍ତିଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି । ଅର୍ଥାଗମର ସୂଚନା ମିଳୁଛି । ଶତ୍ରୁନାଶ କରିପାରନ୍ତି । ମନରେ ଭୟର ସଂଚାର ହୋଇପାରେ ।


କର୍କଟ- ଅଶାନ୍ତି ଉପୁଜିବା ସହିତ ଶାରିରୀକ ପୀଡା ଅନୁଭବ କରିପାରନ୍ତି । ବହୁ ବିଦ୍ୟାରେ ପାରଙ୍ଗମ ହେବେ । ବିଶାଳ ଯଶର ଅଧିକାରୀ ହୋଇପାରନ୍ତି ।


ସିଂହ – ବସ୍ତ୍ର ଭୂଷଣ ଲାଭ ହୋଇପାରେ । ଅର୍ଥ ପ୍ରାପ୍ତିରସୂଚନା ମିଳୁଛି । କୃଷିକ୍ଷେତ୍ର ଲାଭଜନକ ହୋଇପାରେ । ପ୍ରତିଯୋଗିତାରେ ବିଜୟୀ ହେବେ ।


କନ୍ୟା – ବିଷମ ସମସ୍ୟାକୁ କୌଶଳ ପ୍ରୟୋଗ କରି ପାର ହୋଇଯିବେ । ମହାନ୍ ସମ୍ମାନର ଅଧିକାରୀ ହୋଇପାରନ୍ତି । ରାଜନୀତିରେ ଉଚ୍ଚସ୍ଥାନ ମିଳିପାରେ ।


ତୁଳା – କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ସମସ୍ୟାର ସମ୍ମୁଖୀନ ହୋଇ ତା’ର ସମାଧାନ କରିବାର ଚେଷ୍ଟା ଚଳାଇପାରନ୍ତି ।


ବିଛା – ଗୃହରେ ଶାନ୍ତିର ବାତାବରନ ସୃଷ୍ଟି ହେବ । ସର୍ବାଙ୍ଗୀଣ ଉନ୍ନତି ହେବା ଆଶା କରାଯାଏ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।


ଧନୁ – ଆମୋଦ- ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁ-ଚିନ୍ତନରେ ପରକୁ ଆପଣାର କରି ବିଶେଷ ଉପକୃତ ହେବେ । ନୂଆ ସାହାର୍ଯ୍ୟକାରୀ ହୋଇପାରନ୍ତି ।


ମକର – ନୈତିକରାଯୁକ୍ତ ହେବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ପ୍ରସନ୍ନ ମୁଖୀ ହେବେ । ପଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ ।


କୁମ୍ଭ – ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିରେ ମନ ଉଲ୍ଲସିତ ହୋଇପାରେ । ସତ୍ କର୍ମରେ ବ୍ୟୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଉପଯୁକ୍ତ କର୍ମରେ ନିଜକୁ ନିୟୋଜିତ କରିବେ ।


ମୀନ – ଅତ୍ୟଧିକ ବ୍ୟୟ ଯୋଗୁଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି । ଭୋଗୀ ହେବେ । ତେଜୀୟାନ ହୋଇପାରନ୍ତି ।

   Related Posts