Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

୧ ଜାନୁଆରୀ ୨୦୧୯, ମଙ୍ଗଳବାର

1/01/2019 at 11:20 AM

ମେଷ – ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢାଇବାରେ ସକ୍ଷମ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ । ସୁସ୍ଥ ଓ ନିରାମୟ ରହିବେ ।


ବୃଷ – ମନରେ ଉଦ୍ବେଗ ଜାତ ହୋଇପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ ।


ମିଥୁନ – ଆୟରେ ସ୍ଥିରତା ଆସିବ । ଚିତ୍ତ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ହାସ୍ୟ ମୁଖର କଥା ବିରୋଧୀଙ୍କୁ ପ୍ରଭାବିତ କରିପାରେ ।


କର୍କଟ- ମନରେ ସ୍ଥିରତା ଆସିବ । ଉଦାର ସ୍ୱଭାବର ହେବେ । ଦାନଶୀଳ ହେବେ । ବିଜ୍ଞଭାବେ ବିବେଚିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।


ସିଂହ – ବିଭିନ୍ନ ଦିଗରୁ ଧନାଗମ ହେଉଥିବା ବେଳେ ଆକସ୍ମିକ ଭାବେ ଧନକ୍ଷୟ ହୋଇପାରେ । ଭାଗ୍ୟଶାଳୀ ହୋଇପାରନ୍ତି । ପେସେଶବାସି, ସହନଶୀଳ ଓ ଶାନ୍ତିପ୍ରିୟ ହେବେ ।


କନ୍ୟା – ଧନବାନ୍ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ଉତ୍ତମ ଭୋଜନ ମିଳିବ । ମୋକଦ୍ଦମାରେ ବିଜୟୀ ହେବେ ।


ତୁଳା – ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି ।


ବିଛା – ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଆୟ ଆଶାନୁରୁପ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ ।


ଧନୁ – କର୍ତ୍ତବ୍ୟ ପରାୟଣ ହେବେ । ନିଜ ବଂଶର ଆଦର୍ଶ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।


ମକର – ସେବକ ମନୋଭାବ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସପୂର୍ଣ୍ଣ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିପାରନ୍ତି ।


କୁମ୍ଭ – ସ୍ୱାଭିମାନି ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଜଳଯାତ୍ରା ବିପଦପୂର୍ଣ୍ଣ ହୋଇଥିବାରୁ ସେଥିରୁ ଓହରି ଯିବା ଭଲ । ବିବିଧ ଅର୍ଥ ମିଳିବ ।


ମୀନ – ବନ୍ଧୁ ମିଳନ ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି ।

   Related Posts