ଜୁଲାଇ ୨୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 20, 2021 IST

ମେଷ – ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

 ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

       ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

       ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

       କର୍ମଜୀବି- ସମ୍ମାନିତ ହେବେ ।

       ବ୍ୟବସାୟୀ- ଅର୍ଥ ହାନୀ ହେବ ।

       ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ବାରମ୍ଭାର ଚିନ୍ତା କରି ମନଟା ଭଲ ରହିବ ନାହିଁ । ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।

ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଲାଭବାନ ହେବେ ।

ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

 ମିଥୁନ – ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

       ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

       ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

       କର୍ମଜୀବି- କର୍ମଚଞ୍ଚଳ ରହିବେ ।

       ବ୍ୟବସାୟୀ- ବିଜୟୀ ହେବେ ।

       ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ- ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ । ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

       ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

       ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

       ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

       କର୍ମଜୀବି- ଅର୍ଥ ହାନୀ ହେବ ।

       ବ୍ୟବସାୟୀ- ଅର୍ଥ ହାନୀ ହେବ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ସିଂହ – ଅଫିସ କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆକସ୍ମିକ ସୀମା ବିବାଦକୁ କେନ୍ଦ୍ରକରି ନିର୍ମାଣମୂଳକ କାର୍ଯ୍ୟ ଗତି ମନ୍ଥର ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ଚାଷୀ- ଚିନ୍ତିତ ରହିବେ ।

ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।

କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।

ବ୍ୟବସାୟୀ- ଅନ୍ୟ କଥାରେ ପଡନ୍ତୁ ନାହିଁ ।

ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।

କନ୍ୟା – ଆଜି ଦିନଟି ଅଶୁଭରେ କଟିବ । ଦେହ ଭଲ ରହିବ ନାହିଁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନରେ ଲକ୍ଷ୍ୟହୀନ ଗତି ।ଚାକିରୀରେ ଅସନ୍ତୁଷ୍ଟ ଓ କାର୍ଯ୍ୟର ଚାପ ରହିବ । ବ୍ୟବସାୟରେ ଫଳ ଉତ୍ତମ ପାଇ ପାରିବେ ।

       ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

       ରୋଗୀ- ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

       କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

       ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

       ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ତୁଳା – ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଖାଦ୍ୟପେୟର ବିଷମତା ଜନିତ ହଠାତ୍ ଅଜୀର୍ଣ୍ଣ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ଞ୍ଜ ।

       ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

       ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

       ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

       କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

       ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

       ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଆଜି ଦିନଟି ଶୁଭ ନୁହେଁ । ନାନା ଜଟିଳ ପରିସ୍ଥିତିରେ ଗତି କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରି ରେ ଅସ୍ଥିରତା ଦେଖା ଦେବ । ବ୍ୟବସାୟରେ କ୍ଷତି ସହିବେ ।

ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।

ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।

କର୍ମଜୀବି- ଲାଭ ଉଠାଇବେ ।

ବ୍ୟବସାୟୀ- ସୁଯୋଗ ପ୍ରାପ୍ତି ହେବ ।

ଗୃହିଣୀ- ସୁଖ ମିଳିବ ।

ଧନୁ – ଆଜି ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ମାନସିକ ସ୍ୱାସ୍ତ୍ୟ ବିଶେଷ ପ୍ରଭାବିତ ହୋଇପାରେ । ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋଭାବ ବଦଳେଇ ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

       ଚାଷୀ- ଶ୍ରମ ସାର୍ଥକ ହେବ ।

       ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

       ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

       କର୍ମଜୀବି- ପ୍ରଶଂସିତ ହେବେ ।

       ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମକର – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ପରିବାରର ସହ ଯୋଗ ପାଇବେ । ଚାକିରୀରେ ସୁଦୃଢ ହେବ । ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ଅଛି ।

ଚାଷୀ- ଆଜିକା ଦିନରେ କୃଷି ବିଭାଗ ସହ ଯୋଗାଯୋଗ ରଖିବା ଆବଶ୍ୟକ ।

ରୋଗୀ- ସାମନ୍ୟ ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ବଳାଇବେ ।

କର୍ମଜୀବି- ଅର୍ଥ ମିଳିବ ।

ବ୍ୟବସାୟୀ- ସାମାନ୍ୟ କ୍ଷତି ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କୁମ୍ଭ – ଆଜି ଦିନଟି ସାମାନ୍ୟ ଶୁଭ ରହିବ । ଭ୍ରମଣର ଯୋଗ ଅଛି । ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ବିଦେଶ  ଯାତ୍ରା କରିବେ । ବ୍ୟବସାୟରେ ପୂର୍ବଭଳି ଚଳିବ । ପରିବାରର ସହ ଯୋଗ ମିଳିବ ।

       ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

       ରୋଗୀ- ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

       କର୍ମଜୀବି- ସମ୍ମାନିତ ହେବେ ।

       ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ – ପୂର୍ବ ନିର୍ଦ୍ଧାରିତ କାମଗୁଡିକ ଠିକ୍ ସମୟରେ ହେବା କଷ୍ଟକର ହୋଇପଡିବ । ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

       ଚାଷୀ- ଜଳ ସଞ୍ଚୟ କରନ୍ତୁ ।

       ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

       ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

       କର୍ମଜୀବି- ଅର୍ଥ ହାନୀ ହେବ ।

       ବ୍ୟବସାୟୀ- ସଫଳତା ମିଳିବ ।

       ଗୃହିଣୀ- ସୁଖଭାରା ଦିନଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.