ଜୁଲାଇ ୧୦ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | July 10, 2021 IST

ମେଷ– ବନ୍ଧୁସହଯୋଗମିଳିବାରସୁଯୋଗ ଅଛି ।କାର୍ଯ୍ୟରେସଫଳତାମିଳିବ । ମୂଲ୍ୟବନ୍ ପଦାର୍ଥ ଲାଭହୋଇପାରେ ।ଶ୍ରେଷ୍ଠ ସମ୍ମାନ ମିଳିପାରେ ।ଗର୍ବଭାବମନକୁଛୁଇଁବ ।ସ୍ତ୍ରୀ ଓ ପୁତ୍ର ପାଇଁଚିନ୍ତିତହେବେ ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୪ ।

ଚାଷୀ-ଜଳସଞ୍ଚୟକରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି-ଅର୍ଥ ହାନୀହେବ ।

ବ୍ୟବସାୟୀ- ସଫଳତାମିଳିବ ।

ଗୃହିଣୀ- ସୁଖ ଅନୁଭବକରିବେ ।

ବୃଷ–ଶତ୍ରୁଯେତେବଳବାନ୍‌ହେଲେବି, ଆପଣଙ୍କ ନିକଟରେହାରମାନିବ । ଧର୍ମପ୍ରିୟ ଓ ଚଞ୍ଚଳମନାହେବେ ।ରାଜତୁଲ୍ୟ ସମ୍ମାନର ଅଧିକାରୀହୋଇପାରନ୍ତି ।ଉତ୍ସାହରସହକାର୍ଯ୍ୟସଂପାଦନ କରିବେ ।ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୨ ।

ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

ବ୍ୟବସାୟୀ- ଲୋକପ୍ରିୟତାମିଳିବ ।

କର୍ମଜୀବି- କର୍ମଚଞ୍ଚଳରହିବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

ରୋଗୀ- ଅସାଧ୍ୟ  ରୋଗରୁମୁକ୍ତହେବେ ।

ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ମିଥୁନ -ଉନ୍ନତମୂଳକକାର୍ଯ୍ୟରେ ନିଜକୁ ନିୟୋଜିତକରିବେ । ଆପଣଙ୍କ ସଦ୍‌-ଗୁଣରବିକାଶଘଟିବ ।ବ୍ୟବସାୟଲାଭଜନକହେବ ।କନ୍ୟା,ପୁତ୍ର, ପୌତ୍ର ଆଦି ଲାଭକରିପାରନ୍ତି ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୮ ।

ଚାଷୀ- ଶାରୀରିକକ୍ଳାନ୍ତି ଆସିପାରେ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।

ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।

କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।

ବ୍ୟବସାୟୀ- ଅର୍ଥ ହାନୀହେବ ।

ଗୃହିଣୀ- ନୂଆବସ୍ତ୍ରଲାଭହେବ ।

କର୍କଟ–ଶୁଭାଶୁଭମିଶ୍ରିତ ଫଳ ମିଳିପାରେ ।ସତ୍‌-ପଥଗାମୀହେବେ ।ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରନ୍ତି । ନୃତ୍ୟ-ସଙ୍ଗୀତପ୍ରିୟହେବେ ।କୃଷିକାର୍ଯ୍ୟଉପରେ ଧ୍ୟାନ ଦେବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୫ ।

ଗୃହିଣୀ- ମିତ୍ରସୁଖ ପାଇବେ ।

ବ୍ୟବସାୟୀ- ଚୌରଭୟ ଅଛି ।

କର୍ମଜୀବି- କର୍ମଚଞ୍ଚଳରହିବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।

ଚାଷୀ- ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)

ସିଂହ –ସକଳଗୁଣର ଆଧାରହୋଇପାରନ୍ତି ।କାବ୍ୟଶାସ୍ତ୍ରାନୁରକ୍ତହେବେ ।ସୁଖମିଳିବ ।ସତ୍ୟର ପୂଜାରୀହେବେ ।ଜ୍ଞାନୀମାନଙ୍କମଧ୍ୟରେ ଅଗ୍ରଗଣ୍ୟହେବେ । ଅର୍ଥ ପ୍ରାପ୍ତିରସୂଚନାମିଳୁଛି ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୯ ।

ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ୟୋଗାକରନ୍ତୁ ।

ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।

କର୍ମଜୀବି-ଉନ୍ନତିରମାର୍ଗମିଳିବ ।

ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।

ଗୃହିଣୀ- ପରକୁ ଆପଣାରକରିବେ ।

କନ୍ୟା – ଆଶାବାଦୀ ହୋଇପାରନ୍ତି ।ରୁଚିକରଭୋଜନରେ ଆପ୍ୟାୟିତହେବେ । ମନ ପ୍ରଫୁଲ୍ଲରହିବ । ପାରିବାରିକସୁଖମିଳିବ ।ଗୃହରେଶାନ୍ତିରବାତାବରଣସୃଷ୍ଟିହେବ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୨ ।

ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ବ୍ୟବସାୟୀ- ବିଜୟୀହେବେ ।

କର୍ମଜୀବି- ସ୍ୱକାର୍ଯ୍ୟକରିବେ ।

ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

ରୋଗୀ- ସୁସ୍ଥ ଅନୁଭବକରିବେ ।

ଚାଷୀ- ସାଙ୍ଗରେ ପାଣିନେଇବାହାରନ୍ତୁ ।

ତୁଳା–ଶ୍ରୀଚନ୍ଦ୍ରଭୋଗହେଉଥିବାରୁମିଷ୍ଟାନ୍ନଭୋଜନ ମିଳିପାରେ ।ରୋଜଗାରରମାତ୍ରାବୃଦ୍ଧି ପାଇବ । ଧନବାନ୍‌ହେବେ ।ଗୁଣଜ୍ଞହୋଇପାରନ୍ତି ।ବୁଦ୍ଧିବଳରେକାର୍ଯ୍ୟହାସଲକରିପାରନ୍ତି ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୬ ।

ଚାଷୀ- ଉତ୍ତମ ଫଳ ପାଇବେ ।

ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।

ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।

କର୍ମଜୀବି-ପ୍ରଶଂସିତହେବେ ।

ବ୍ୟବସାୟୀ- ଅର୍ଥ ହାନୀହେବ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ବିଛା–ମନରେ ପ୍ରସନ୍ନତା ଦେଖା ଦେବ ।ବିଦ୍ୟାର ଅଧିକାରୀ ଓ ଯଶସ୍ୱୀହେବେ ।ବିଳାସ-ବ୍ୟସନରେଖର୍ଚ୍ଚାନ୍ତ ହେବେ । ନିର୍ଭୀକଭାବେକାର୍ଯ୍ୟସଂପାଦନ କରିବେ ।କାର୍ଯ୍ୟ ପସନ୍ଦଯୋଗ୍ୟହେବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୧ ।

ଗୃହିଣୀ-ସୁଖଭାରା ଦିନଟି ।

ବ୍ୟବସାୟୀ- ସ୍ୱାଭିମାନୀହେବେ ।

କର୍ମଜୀବି- କାର୍ଯ୍ୟରେଶିଥିଳତା ଆସିବ ।

ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାରକରିବେ ।

ରୋଗୀ- ଚକ୍ଷୁ ପୀଡାହେବ ।

ଚାଷୀ- ଜଳସଞ୍ଚୟକରନ୍ତୁ ।

ଧନୁ – ଆୟବୃଦ୍ଧିରସୂଚନାମିଳୁଛି । ମନ ପ୍ରସନ୍ନରହିବ ।କର୍ମକ୍ଷେତ୍ରରେଢେରଉନ୍ନତିଘଟିବ । ନାନାବିଧ ସମ୍ମାନର ଅଧିକାରୀହେବେ । ଯାନବାହନ ସୁଖମିଳିପାରେ । ଆନନ୍ଦ ଉପଭୋଗକରିପାରନ୍ତି ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୯ ।

ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।

କର୍ମଜୀବି-ସମ୍ମାନିତ ହେବେ ।

ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।

ଗୃହିଣୀ- ପୂଜା ପାଠରେବ୍ୟସ୍ତରହିବେ ।

ମକର–କର୍ମକ୍ଷେତ୍ର ଉଜ୍ଜ୍ୱଳମୟକରିପାରନ୍ତି ।ସେବାମନୋଭାବଉଦ୍ରେକହୋଇପାରେ । ଆର୍ଥିକ ଅଭିବୃଦ୍ଧିରସୂଚନାମିଳୁଛି ।ଗୃହରେଶାନ୍ତିରବାତାବରଣସୃଷ୍ଟିହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୩ ।

ଗୃହିଣୀ- ମାନସିକଶାନ୍ତି ପାଇବେ ।

ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।

କର୍ମଜୀବି- ଜଳଯାତ୍ରାମନା ।

ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।

ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।

ଚାଷୀ- ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।

କୁମ୍ଭ  -ପ୍ରତ୍ୟେକକ୍ଷେତ୍ରରେ ଅଗ୍ରଣୀଭୂମିକାଗ୍ରହଣକରିପାରନ୍ତି । ଯାନବାହନ ସୁଖମିଳିପାରେ ।ବନ୍ଧୁ ପ୍ରାପ୍ତିରସୂଚନାମିଳୁଛି ।ମିଷ୍ଟାନ୍ନଭୋଜନରେ ଆପ୍ୟାୟିତହେବେ ।ସର୍ବାଙ୍ଗୀଣଉନ୍ନତିହେବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୭ ।

ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।

ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।

ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ ।

ବ୍ୟବସାୟୀ- ଅର୍ଥ ଲାଭହେବ ।

ଗୃହିଣୀ- ସୁଖୀହେବେ ।

ମୀନ – ସାବଧାନତାରସହଭ୍ରମଣକରିବାକୁ ପଡିବ । ଦ୍ୱିଜାନୁରକ୍ତହୋଇପାରନ୍ତି । ପତ୍ନୀଙ୍କଉପରେ ନିର୍ଭରଶୀଳହେବେ ।କର୍ମକ୍ଷେତ୍ରଉତ୍ସାହଜନକହେବ । ଅଷ୍ଟମଚନ୍ଦ୍ରଭୋଗହେଉଥିବାରୁସତର୍କତାରସହଚଳିବାକୁ ପଡିବ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୨ ।

ଗୃହିଣୀ- ମିତ୍ରସୁଖ ପାଇବେ ।

ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।

କର୍ମଜୀବି- ସ୍ୱକାର୍ଯ୍ୟକରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀହେବେ ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।

ଚାଷୀ- ଜଳସଞ୍ଚୟକରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.