୨୮ ଡିସେମ୍ବର, ଶୁକ୍ରବାର

Published By : Prameya-News7 Bureau | December 28, 2018 IST

ମେଷ – ଅଭିଜ୍ଞତାର ପୁନରାବୃତ୍ତି ଘଟାଇ ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟିବ ।


ବୃଷ – ବିଭିନ୍ନ ସୂତ୍ରରୁ କିପରି ଅର୍ଥ ଆସିବ ତା’ର ଯୋଜନା ପ୍ରସ୍ତୁତ କରି କୃତକାର୍ଯ୍ୟ ହେବେ । ଶକ୍ତିମାନ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।


ମିଥୁନ - ଶାନ୍ତି-ସନ୍ତୋଷର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଚଞ୍ଚଳ ସ୍ୱଭାବର ହେବେ । ସ୍ନେହ ମଣିଷର ପରିଚୟ ଦେବେ ।


କର୍କଟ – ଆୟ ବୃଦ୍ଧିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ ।


ସିଂହ – ସୁଖ-ସମ୍ମାନ ଲାଭ କରିପାରନ୍ତି । କିର୍ତ୍ତିମାନ ହେବେ । କୁଳଦୀପକ ହୋଇପାରନ୍ତି । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ ।


କନ୍ୟା – ନିଷ୍ଠାପର ଭାବେ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଭାଗ୍ୟବାନ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ ।


ତୁଳା – ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ପରାୟଣତାକୁ ଜଳାଞ୍କଳି ଦେଲେ ଜନ ସମାଜରେ ଆଦାରଣୀୟ ହେବେ । ସ୍ୱାଭିମାନୀ ହୋଇପାରନ୍ତି ।


ବିଛା – ରାଜନୀତିରେ ଆନନ୍ଦ ଅନୁଭବ କରିବେ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ସମାଜ ସେବା ଉପରେ ଗୁରୁତ୍ୱ ଦେବେ ।


ଧନୁ – ଭାଇମାନଙ୍କ ଉପରେ ସ୍ନେହବାବ ରହିବ । ସୁସ୍ଥ ଓନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି ।


ମକର – ସ୍ୱକର୍ମ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ନିରବ ଚିନ୍ତନ ଶୁଭ ଦାୟକ ହୋଇପାରେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭର ସୂଚନା ମିଳୁଛି ।


କୁମ୍ଭ - ବନ୍ଧୁ ସୁଖ ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦିକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ ।


ମୀନ - ସ୍ୱ-କର୍ମ ପାଇଁ ପ୍ରଶଂସାର ପାତ୍ର ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫରେ ପୀଡିତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.