Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

୨୫ ଡିସେମ୍ବର, ମଙ୍ଗଳବାର

25/12/2018 at 9:50 AM

ମେଷ – ସମ୍ପତ୍ତି ଜନିତ ବିବାଦ ଦେଖା ଦେଇପାରେ । ସହଯୋଗ ମିଳିବ । କଷ୍ଟସାଧ୍ୟ ହୋଇପାରେ । କର୍ମ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଗୃହରେ ଧୀରେ ଧୀରେ ଶାନ୍ତି ପ୍ରତିଷ୍ଠା ହେବ ।


ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । ସର୍ବାଙ୍ଗୀଣ ଉନ୍ନତି ହେବାର ସୂଚନା ମିଳୁଛି । ମିଠାକଥା କହି ପରକୁ ଆପଣାର କରିପାରନ୍ତି । ସୁଖ ଭୋଗ କରିବେ । ଗୁଣଜ୍ଞ ହୋଇପାରନ୍ତି ।


ମିଥୁନ – ସାମାନ୍ୟ କାରଣରୁ ଦ୍ୱନ୍ଦ ଉପୁଜିପାରେ । ମନରେ ଅସନ୍ତୋଷ ଜାତ ହୋଇପାରେ । ଆଶା ଫଳବତୀ ହେବ । ଭୁଲ ଖବର ପାଇ ବିବ୍ରତ ହୋଇପାରନ୍ତି । ଭାଗ୍ୟବାନ ହେବେ ।


କର୍କଟ – ସୁଖ, ସନ୍ତୋଷ ଲାଭ କରିପାରନ୍ତି । ଅଙ୍ଗପୀଡା ପାଇ ସନ୍ତାପିତ ହୋଇପାରନ୍ତି । ଆୟ ଉଣା ହେବ ନାହିଁ । ପାରିବାରିକ ଜୀବନ ଶାନ୍ତିପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ ।


ସିଂହ – ଆକସ୍ମିକ ଧନପ୍ରାପ୍ତିର ହେବାର ସୂଚନା ମିଳୁଛି; ତଥାପି ଅସନ୍ତୋଷ ଲାଗି ରହିବ । ବିଳାସ-ବ୍ୟସନ ଯୋଗୁଁ ଖର୍ଚ୍ଚାନ୍ତ ହେବେ । ଶୁଣା କଥାକୁ ବିଶ୍ୱାସ ନ କରି ନିଜ ବୁଦ୍ଧିରେ କାର୍ଯ୍ୟ କରି ଚାଲନ୍ତୁ ।


କନ୍ୟା – ଘନୀଭୂତ ହୋଇଥିବା ବିପଦ ଦୂରେଇ ଯିବ । ମନରେ ପ୍ରସନ୍ନତା ଭରି ରହିବ । ପାରିବାରିକ ସୁଖ ମିଳିବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଆଶା ପୂରଣ ଓ କାର୍ଯ୍ୟରେ ସଫଳତା ମିଳିବ ।


ତୁଳା – ଆୟ ଆଶାନୁରୂପ ହେବ । ଭାଗ୍ୟବାନ୍ ହେବେ । ସରକାରୀ କୃପା ଲାଭ କରିପାରନ୍ତି । ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ ।


ବିଛା – ସତର୍କ ରହିଲେ ଅଘଟଣରୁ ଉଧୁରୀ ଯିବେ । ଆଶାପୂରଣ ହେବାର ସୂଚନା ମିଳୁଛି । ପାରିବାରିକ ସୁଖ ମିଳିବ । ସମ୍ମାନିତ ହେବେ । ଉନ୍ନତି ପଥରେ ଆଗକୁ ବଢିବେ ।


ଧନୁ – କାର୍ଯ୍ୟ ଧୀର ମନ୍ଥର ଗତିରେ ଚାଲିପାରେ । କଷ୍ଟ ସହି ବାଧା-ବିଘ୍ନ ଏଡାଇବାକୁ ପଡିବ । ନିଜ ଇଚ୍ଛା ବିରୁଦ୍ଧରେ କୌଣସି ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ ନ କରିବା ଭଲ । ଅସୁସ୍ଥତା ଅନୁଭବ କରିବେ ।


ମକର – ବନ୍ଧୁବର୍ଗରେ ଅପ୍ରସ୍ତୁତ ହୋଇପାରନ୍ତି । ଭୋଜନରେ ଅସନ୍ତୋଷ ଜାତ ହୋଇପାରେ । ବକୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଭବିଷ୍ୟ କର୍ମପନ୍ଥା ସ୍ଥିର କରିବେ ।


କୁମ୍ଭ – ଆଶ୍ୱସ୍ତ ହେବେ । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ଗୁରୁ-ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ଅପୂର୍ବ ସଫଳତା ମିଳିବ ।


ମୀନ – ଭବିଷ୍ୟତ ପାଇଁ କାର୍ଯ୍ୟ ପନ୍ଥା ସ୍ଥିର କରିବେ । ସ୍ୱାସ୍ଥ୍ୟୂ ଅତୁଟ ରହିବ । ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ । ଚାକିରି କ୍ଷେତ୍ରରେ ଉନ୍ନତମାନର କାର୍ଯ୍ୟ କରି ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ ।

   Related Posts