ଅପ୍ରେଲ ୧୦ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | April 10, 2021 IST

ମେଷ– ଆଜିଚନ୍ଦ୍ର ଦୃଷ୍ଟବୁଧ ହେତୁ ଆକସ୍ମିକ ଭାବରେ ସକାଳୁ ସକାଳୁ ବନ୍ଧୁ ପରିଜନଙ୍କ ସହ ସୁଖ ଭ୍ରମଣ ଯୋଗ ରହିଛି । ମନ ବୁଝିଲାଭଳି କଥା ଅନ୍ୟମାନଙ୍କୁ ଆପଣେଇ ନେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
• ଚାଷୀ-ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
• ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
• ଛାତ୍ରଛାତ୍ରୀ- ବିଜ୍ଞହେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।
• ବ୍ୟବସାୟୀ- ବିଜୟୀହେବେ ।


ବୃଷ–କର୍ମସ୍ଥାନରେ ବୁଧଙ୍କ ଯୋଗୁ ଅର୍ଥ ଓ ସମ୍ମାନ ପ୍ରାପ୍ତି ସହ ବିଭିନ୍ନ କ୍ଷେତ୍ରରେ ସୁଯୋଗ ଆପଣାଛାଏଁ ଆସିବ । ପଡୋଶୀଙ୍କ ପରାମର୍ଶରେ ପାରିବାରିକ ସ୍ତରରେ ମାନସିକ ଦ୍ୱନ୍ଦ୍ୱର ଅବସାଦ ଘଟିବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୨ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)
• ଛାତ୍ରଛାତ୍ରୀ- ବ୍ୟାୟାମ୍‌କରନ୍ତୁ ।
• କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ମିତ୍ରସୁଖ ପାଇବେ ।


ମିଥୁନ – ଚନ୍ଦ୍ରଙ୍କ ଷଷ୍ଠରେ ଅଷ୍ଟମସ୍ଥଗୁରୁ ଓ ଶନି କର୍ମ କ୍ଷେତ୍ରରେ କିଛିଟା ବ୍ୟତିକ୍ରମ ନେଇ ଉଚ୍ଚବାଚ୍ଚ ଘଟି କୈଫିୟତ୍‌ ଦେବାକୁ ପଡିପାରେ । ପ୍ରତୀକ୍ଷିତ କୌଣସି ଖବର ପାଇ ଖୁସି ହେବେ । ଶୁଭରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୬ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ସଫଳତା ହାତ ଛଡା ହୋଇଯିବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତହେବେ ।
• ଚାଷୀ-ଜଳସଞ୍ଚୟ କରନ୍ତୁ ।

କର୍କଟ– ଆଜି ଚନ୍ଦ୍ରଙ୍କ ଯୋଗୁ ଅର୍ଥ ପ୍ରାପ୍ତିସହ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ । କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରି ଖୁସି ରହିପାରନ୍ତି ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୩ ।
• ଚାଷୀ-ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
• କର୍ମଜୀବି-ସହଯୋଗ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ମିତ୍ରସୁଖ ପାଇବେ ।


ସିଂହ – ନୀଚସ୍ଥ ବୃହସ୍ପତି ହେତୁ କୌଣସି କାର୍ଯ୍ୟାରମ୍ଭ ପୂର୍ବରୁ ଭଲ ଭାବରେ ଚିନ୍ତାକରିବା ଭଲ ହେବ । ଯାତ୍ରାକାଳରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ଶୁଭରଙ୍ଗ ପିଚ୍‌ । ଶୁଭ ଅଙ୍କ ୮ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ସଫଳତା ମିଳିବ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।


କନ୍ୟା–ରାଶିକୁ ରବି ଓ ଶୁକ୍ର ଦେଖୁଥିବାରୁ ସୌଖୀନ ଜିନିଷ କ୍ରୟରେ ଅର୍ଥ ବ୍ୟୟକରିବେ । ବାକି ରଖିଥିବା ଲୋକଟି ହଠାତ୍‌ ନିଜେ ଆସିଟଙ୍କା ଦେଇଯିବ । ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ । ଶୁଭରଙ୍ଗ କଳା ।ଶୁଭ ଅଙ୍କ ୫ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ବିଜୟୀହେବେ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

ତୁଳା–ଉଚ୍ଚସ୍ଥ ରାଶ୍ୟାଧିପତି ହେତୁ ଖୁସି ମନରେ କାମ କରିବା ସହ ସମସ୍ୟା ସମାଧାନରେ ସଫଳ ହେବେ । ବୁଦ୍ଧିଜୀବୀଙ୍କ ନିମନ୍ତ୍ରଣ ପାଇବା ସହ ସାମାଜିକ ସ୍ତରରେ ସମ୍ମାନ ଲାଭ କରିପାରନ୍ତି ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୯ ।
• ଗୃହିଣୀ- ପରକୁ ଆପଣାର କରିବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
• କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• ରୋଗୀ- ସାମାନ୍ୟସୁସ୍ଥ ଅନୁଭବକରିବେ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।


ବିଛା–ସୁଚିନ୍ତିତ ବିଚାର ଧାରା ହେତୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ଠାରୁ ଦୂରେଇ ଯାଇଥିବା ବନ୍ଧୁଟି ପାଖେଇ ଆସିବ । ଅଷ୍ଟମାଧିପତି ବୁଧଙ୍‌ଗ ଯୋଗୁଁ ପରିବାରରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୧ ।
• ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
• ରୋଗୀ- ବ୍ୟାୟାମ୍ ‌କରିବା ଉଚିତ୍‌ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-ଅର୍ଥ ମିଳିବ ।
• ବ୍ୟବସାୟୀ- ସଫଳତା ମିଳିବ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।


ଧନୁ – ନବମ ସ୍ଥାନକୁ ବୁଧର ଦୃଷ୍ଟି ପ୍ରଭାବରେ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବଏବଂ ତଦନୁଯାୟୀ କାମ କଲେ ଉପକୃତ ହେବେ । ନୂତନ ଗୃହୋଉପକରଣ କ୍ରୟ କରିପାରନ୍ତି । ଶୁଭରଙ୍ଗ କଫି ।ଶୁଭ ଅଙ୍କ ୪ ।
• ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• କର୍ମଜୀବି- ଜଳଯାତ୍ରାମନା ।
• ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
• ଚାଷୀ- ଶ୍ରମସାର୍ଥକ ହେବ ।

ମକର–ସବୁ ସମୟରେ ଟେନ୍ସନ ଲାଗିରହିବାକୁ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ । ଏଣେ ପରିବାରରେ ପିଲାଙ୍କ କଥା ନେଇ ମାନସିକସ୍ଥିତି ବିପନ୍ନ ହେବ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୭ ।
• ଚାଷୀ-ମାଟିରେ ଉର୍ବରତା ପାଇଁ କୃଷିବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
• ବ୍ୟବସାୟୀ- ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।
• ଗୃହିଣୀ-ସଜାସଜିରେବ୍ୟସ୍ତରହିବେ ।


କୁମ୍ଭ -ଶନିଙ୍କ ଦୃଷ୍ଟିରେ ଶୁକ୍ରଥିବାରୁ ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ । ଅତ୍ୟାବଶ୍ୟକ ଜିନିଷଟି ପାଖରେ ନ ଥିବାକାରଣରୁ ଅନ୍ୟମାନଙ୍କ ସହତର୍କ ଓ ବିବାଦ ବଢିବ । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୩ ।
• ଗୃହିଣୀ-ସୁଖ ଅନୁଭବ କରିବେ ।
• ବ୍ୟବସାୟୀ- ନୂଆଡିଲ୍ ‌ମିଳିବ ।
• କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• ରୋଗୀ- ଅସୁସ୍ଥ ଅନୁଭବ କରିବେ ।
• ଚାଷୀ-ଜଳସଞ୍ଚୟ କରନ୍ତୁ ।


ମୀନ – ଆନୁଷ୍ଠାନିକ କ୍ଷେତ୍ରରେ ଏକ ବିଶେଷ କାମଟିରେ ଅବହେଳା କରି ଅନୁତାପ କରିପାରନ୍ତି । ବନ୍ଧୁଙ୍କସହ ଆଳାପ ଆଲୋଚନାରେ ସମୟ କଟାଇବେ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
• ଚାଷୀ-ଜୈବିକସାର ମାଟିରେ ବ୍ୟବହାର ଉଚିତ୍‌ ।
• ରୋଗୀ- ସାମାନ୍ୟସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗ ରହିବେ ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.